ମିସ୍ ଏସିଆ ପ୍ରତିଯୋଗିତାରେ ଓଡ଼ିଆ ଝିଅ ସୋନିକା

Ordigital Desk
  • Published: Wednesday, 25 October 2017
  • , Updated: 25 October 2017, 10:31 AM IST
<p>ଭୁବନେଶ୍ୱର: ବିଶ୍ୱସ୍ତରୀୟ ପ୍ରତିଯୋଗିତା ମିସ୍ ଏସିଆ ପ୍ୟାସିଫିକ୍ ଇଣ୍ଟରନ୍ୟାସନାଲରେ ସୋନିକା ରାୟ ଭାଗ ନେବେ। ଫିଲିପାଇନ୍ସରେ ଆୟୋଜିତ ହେବାକୁ ଥିବା ଏହି ପ୍ରତିଯୋଗିତା ପାଇଁ ସୋନିକା ମନୋନୀତି ହୋଇଛନ୍ତି। ଏକମାତ୍ର ଓଡ଼ିଆ ଝିଅ ଭାବେ ସୋନିକା ଏହି ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ। ନଭେମ୍ବର ୨୯ତାରିଖରେ ପ୍ରତିଯୋଗିତାର ଗ୍ରାଣ୍ଡ ଫିନାଲେ ହେବ। ସୋନିକା ରାଜଭବନ ଯାଇ ରାଜ୍ୟପାଳଙ୍କୁ ଭେଟିଛନ୍ତି। ସୋନିକା ଫେମିନା ମିସ୍&nbsp; ଇଣ୍ଡିଆରେ ବି ପ୍ରତିଯୋଗୀ ଥିଲେ।</p>

Related story