ସୋର: ବାସନ୍ତୀଦୁର୍ଗା ନର୍ସିଂହୋମରେ ମହିଳା କର୍ମଚାରୀଙ୍କୁ ନିର୍ଯାତନା ଅଭିଯୋଗ

ସୋର: ବାଲେଶ୍ୱର ଜିଲ୍ଲା ସୋର କମରପୁରର ବାସନ୍ତୀଦୁର୍ଗା ନର୍ସିଂହୋମରେ ମହିଳା କର୍ମଚାରୀଙ୍କୁ ନର୍ସିଂହୋମ ମାଲିକ ଶ୍ରୀକାନ୍ତ ମହାପାତ୍ର ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି। ସୋର ଓ ଭଦ୍ରକ ଜିଲ୍ଲାର କିଛି ମହିଳା କର୍ମଚାରୀ ଏହି ନର୍ସିଂହୋମ୍‌ରେ କାମ କରୁଥିଲେ। ସଂସ୍ଥାର ମାଲିକ ଏହି ମହିଳାମାନଙ୍କୁ ନିର୍ଯାତନା ଦେଉଥିବା ମହିଳାମାନେ ସୋର ଥାନାରେ ଏତଲା ଦେଇଛନ୍ତି।  ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

nursing

Rakesh Mallick
  • Published: Sunday, 23 October 2016
  • , Updated: 23 October 2016, 04:04 PM IST

Related story