ସ୍କ୍ୱାଡ୍ ଗଠନ କରି ହସ୍ପିଟାଲଗୁଡ଼ିକର ସ୍ଥିତି ଯାଂଚ କର: ବାଚସ୍ପତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର କରୋନା ପରିଚାଳନାରେ ଅବ୍ୟବସ୍ଥା ଓ  ବିଭିନ୍ନ ହସ୍ପିଟାଲରେ ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ସେବା ମିଳୁନି ବୋଲି ବିରୋଧୀ ଦଳ ନେତା ଗୃହରେ ଉଦବେଗ ବ୍ୟକ୍ତ କରିବାପରେ ବାଚସ୍ପତି ରୁଲିଂ ପ୍ରଦାନ କରିଛନ୍ତି। ଏକ ସ୍କ୍ୱାଡ୍ ଗଠନ କରି ସମସ୍ତ ସରକାରୀ ଓ ଘରୋଇ କୋଭିଡ୍ ହସ୍ପିଟାଲର ସ୍ଥିତି ଯାଂଚ ନିମନ୍ତେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ନିର୍ଦ୍ଦେଶ ଦେଇଛନ୍ତି। ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ ରାଜ୍ୟରେ କୋଭିଡ୍‌-୧୯ ପରିଚାଳନାରେ ଅବ୍ୟବସ୍ଥା ପ୍ରସଙ୍ଗ […]

surya

surya

Tapas Behera
  • Published: Saturday, 03 October 2020
  • Updated: 03 October 2020, 05:01 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର କରୋନା ପରିଚାଳନାରେ ଅବ୍ୟବସ୍ଥା ଓ  ବିଭିନ୍ନ ହସ୍ପିଟାଲରେ ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ସେବା ମିଳୁନି ବୋଲି ବିରୋଧୀ ଦଳ ନେତା ଗୃହରେ ଉଦବେଗ ବ୍ୟକ୍ତ କରିବାପରେ ବାଚସ୍ପତି ରୁଲିଂ ପ୍ରଦାନ କରିଛନ୍ତି। ଏକ ସ୍କ୍ୱାଡ୍ ଗଠନ କରି ସମସ୍ତ ସରକାରୀ ଓ ଘରୋଇ କୋଭିଡ୍ ହସ୍ପିଟାଲର ସ୍ଥିତି ଯାଂଚ ନିମନ୍ତେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ନିର୍ଦ୍ଦେଶ ଦେଇଛନ୍ତି।

ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ ରାଜ୍ୟରେ କୋଭିଡ୍‌-୧୯ ପରିଚାଳନାରେ ଅବ୍ୟବସ୍ଥା ପ୍ରସଙ୍ଗ ଉଠାଇବା ସହ ରାଜ୍ୟର ବିଭିନ୍ନ ହସ୍ପିଟାଲରେ ରୋଗୀମାନଙ୍କୁ ଉପଯୁକ୍ତ ଚିକିତ୍ସା ସେବା ମିଳୁନି ବୋଲି କହିଥିଲେ। କୋଭିଡ୍ ଓ ଅଣକୋଭିଡ୍ ରୋଗୀମାନେ ବିଭିନ୍ନ ସ୍ଥାନରେ ହଇରାଣ ହେଉଥିବା ନେଇ ଲୋକମାନେ ତାଙ୍କୁ ଅଭିଯୋଗ କରୁଥିବା ସେ କହିବା ସହ ବାଚସ୍ପତିଙ୍କ ମାଧ୍ୟମରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏପହାରେ ବାଚସ୍ପତି ଶ୍ରୀ ପାତ୍ର ରୁଲିଂ ଦେଇ କହିଥିଲେ ଯେ, ବିଭିନ୍ନ ସ୍ଥାନରୁ ତାଙ୍କୁ ମଧ୍ୟ ଏଭଳି ଅଭିଯୋଗ ଖବର ଆସୁଛି ।

ତେଣୁ ଏଥିପାଇଁ ଏକ ସ୍କ୍ୱାଡ୍ ଗଠନ କରିବାକୁ ସେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ସ୍କ୍ୱାର୍ଡ ମାଧ୍ୟମରେ ସମସ୍ତ ସରକାରୀ ଓ ଘରୋଇ କୋଭିଡ୍ ହସ୍ପିଟାଲର ସ୍ଥିତି ଯାଂଚ କରିବାକୁ ମଧ୍ୟ ବାଚସ୍ପତି ଶ୍ରୀ ପାତ୍ର କହିଛନ୍ତି।
ସେହିପରି ଅନ୍ୟ ଏକ ରୁଲିଂ ଦେଇ ବାଚସ୍ପତି କହିଛନ୍ତି ଯେ, ଗୃହରେ ବିଧାୟକମାନଙ୍କ କଥାକୁ ଗଣମାଧ୍ୟମରେ ବିଭ୍ରାନ୍ତ କରି ପ୍ରକାଶ କରାନଯାଉ। ଗୃହକୁ ଆସୁଥିବା ସାମ୍ବାଦିକମାନେ ସଠିକ୍ ଖବର ପ୍ରସାରଣ କରନ୍ତୁ। ବାହାରେ ଥିବା ସାମ୍ବାଦିକମାନେ ଗୃହ ବିବରଣୀ ପ୍ରକାଶ କରିବାରୁ କ୍ଷାନ୍ତ ରୁହନ୍ତୁ। ନହେଲେ ନିୟମ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବାଚସ୍ପତି ଶ୍ରୀ ପାତ୍ର କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story