ପିପିପି ପାଇଁ ସ୍ୱତନ୍ତ୍ର ନିର୍ଦ୍ଦେଶାଳୟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ପୁଞ୍ଜିନିବେଶ ପ୍ରକ୍ରିୟାକୁ ଅଧିକ କ୍ରିୟାଶୀଳ ଓ ସହଜ କରିବା ନିମନ୍ତେ ରାଜ୍ୟ ସରକାର ‘ପବ୍ଲିକ ପ୍ରାଇଭେଟ୍ ପାର୍ଟନରସିପ୍ (ପିପିପି) ନିର୍ଦ୍ଦେଶାଳୟ କାର୍ଯ୍ୟକ୍ଷମ କରିଛନ୍ତି। ଅର୍ଥ ବିଭାଗ ଅଧୀନରେ ଏହି ପିପିପି ନିର୍ଦ୍ଦେଶାଳୟ କାର୍ଯ୍ୟକ୍ଷମ ହୋଇଛି। ଅର୍ଥ ବିଭାଗର ସଚିବ ମଧ୍ୟ ‘ପିପିପି’ ସଚିବ ଭାବେ କାର୍ଯ୍ୟ କରିବେ। ଅର୍ଥ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୫୨ତମ ରାଜ୍ୟ ଭିତ୍ତିଭୂମି ସଂକ୍ରାନ୍ତ ଏମ୍ପାୱର କମିଟି ବୈଠକରେ […]

naveen.j8888

naveen.j8888

Manoranjan Sial
  • Published: Saturday, 30 November 2019
  • Updated: 30 November 2019, 08:06 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ପୁଞ୍ଜିନିବେଶ ପ୍ରକ୍ରିୟାକୁ ଅଧିକ କ୍ରିୟାଶୀଳ ଓ ସହଜ କରିବା ନିମନ୍ତେ ରାଜ୍ୟ ସରକାର ‘ପବ୍ଲିକ ପ୍ରାଇଭେଟ୍ ପାର୍ଟନରସିପ୍ (ପିପିପି) ନିର୍ଦ୍ଦେଶାଳୟ କାର୍ଯ୍ୟକ୍ଷମ କରିଛନ୍ତି। ଅର୍ଥ ବିଭାଗ ଅଧୀନରେ ଏହି ପିପିପି ନିର୍ଦ୍ଦେଶାଳୟ କାର୍ଯ୍ୟକ୍ଷମ ହୋଇଛି। ଅର୍ଥ ବିଭାଗର ସଚିବ ମଧ୍ୟ ‘ପିପିପି’ ସଚିବ ଭାବେ କାର୍ଯ୍ୟ କରିବେ।

ଅର୍ଥ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୫୨ତମ ରାଜ୍ୟ ଭିତ୍ତିଭୂମି ସଂକ୍ରାନ୍ତ ଏମ୍ପାୱର କମିଟି ବୈଠକରେ ସ୍ୱତନ୍ତ୍ର ଭାବେ ‘ପିପିପି’ ନିର୍ଦ୍ଦେଶାଳୟ ଖୋଲିବା ପାଇଁ ନୀତିଗତ ନିଷ୍ପତ୍ତି ନିଆଯାଇଥିଲା। ଚଳିତମାସ ୨୨ତାରିଖରେ ଏହି ନିର୍ଦ୍ଦେଶାଳୟ ଅର୍ଥ ବିଭାଗ ଅଧୀନରେ କାର୍ଯ୍ୟ ଆରମ୍ଭ କରିଛି। ଏବେ ରାଜ୍ୟ ପିପିପି ଆଣ୍ଡ ପିଏମ୍ ସେଲର ଉନ୍ନତିକରଣ କରାଯାଇ ପିପିପି ପ୍ରକଳ୍ପ ଓ ନୀତିକୁ ପ୍ରୋତ୍ସାହିତ ନିମନ୍ତେ ଏହି ନିର୍ଦ୍ଦେଶାଳୟ କାର୍ଯ୍ୟ କରିବ। ଅର୍ଥ ବିଭାଗ ପକ୍ଷରୁ ଏହି ନିର୍ଦ୍ଦେଶାଳୟର କାର୍ଯ୍ୟ ନେଇ ବିସ୍ତୃତ ଗାଇଡଲାଇନ ଖୁବଶୀଘ୍ର ଜାରି କରାଯିବ।

ଏବେ ସିସିଆଇ-ପିଏମଜି ପ୍ରକଳ୍ପଗୁଡ଼ିକ ଯୋଜନା ଓ ସଂଯୋଜନ ବିଭାଗ ଅଧୀନରେ ଥିବା ରାଜ୍ୟ ପିପିପି ଆଣ୍ଡ ପିଏମ୍ ସେଲ୍ ତଦାରଖ କରୁଛନ୍ତି। ତେବେ ପିପିପି ନିର୍ଦ୍ଦେଶାଳୟ ଗଠନ ହେବାପରେ ସିସିଆଇ-ପିଏମଜି ପ୍ରକଳ୍ପ କାର୍ଯ୍ୟ ତଦାରଖ ଦାୟିତ୍ୱ ଶିଳ୍ପ ବିଭାଗକୁ ହସ୍ତାନ୍ତର କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story