ୟୁକ୍ରେନ୍‌ରେ ଫସିଥିବା ଓଡ଼ିଆଙ୍କ ପାଇଁ ଖୋଲିଲା ସ୍ୱତନ୍ତ୍ର ସହାୟତା ସେଲ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୟୁକ୍ରେନ୍‌ରେ ଫସିଥିବା ଓଡ଼ିଆଙ୍କ ପାଇଁ ଖୋଲିଲା ସ୍ୱତନ୍ତ୍ର ସହାୟତା ସେଲ୍‌। ଦିଲ୍ଲୀ ସ୍ଥିତ ଓଡ଼ିଶା ରେସିଡେଣ୍ଟ କମିଶନରଙ୍କ କାର୍ଯ୍ୟାଳୟରେ ସେଲ୍‌ ଖୋଲା ଯାଇଛି। ରେସିଡେଣ୍ଟ କମିଶନର ରବି କାନ୍ତ ସ୍ୱତନ୍ତ୍ର ସେଲ୍‌ ନୋଡାଲ ଅଫିସର ନିଯୁକ୍ତି ପାଇଛନ୍ତି। ଏହି ସେଲ୍‌ ବିଦେଶ ଓ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ସହ ସମନ୍ୱୟ ରଖିବ। ଖୋଲାଯାଇଥିବା ସ୍ୱତନ୍ତ୍ର ସେଲ୍‌କୁ ଯୋଗାଯୋଗ କରିବା ପାଇଁ ହ୍ୱାଟ୍ସଆପ୍‌ ଓ ଲ୍ୟାଣ୍ଡଲାଇନ୍‌ ଓ ଇ-ମେଲ ଜାରି କରାଯାଇଛି। ଜାରି […]

Help-Line

Help-Line

Manoranjan Sial
  • Published: Friday, 25 February 2022
  • Updated: 25 February 2022, 04:02 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୟୁକ୍ରେନ୍‌ରେ ଫସିଥିବା ଓଡ଼ିଆଙ୍କ ପାଇଁ ଖୋଲିଲା ସ୍ୱତନ୍ତ୍ର ସହାୟତା ସେଲ୍‌। ଦିଲ୍ଲୀ ସ୍ଥିତ ଓଡ଼ିଶା ରେସିଡେଣ୍ଟ କମିଶନରଙ୍କ କାର୍ଯ୍ୟାଳୟରେ ସେଲ୍‌ ଖୋଲା ଯାଇଛି। ରେସିଡେଣ୍ଟ କମିଶନର ରବି କାନ୍ତ ସ୍ୱତନ୍ତ୍ର ସେଲ୍‌ ନୋଡାଲ ଅଫିସର ନିଯୁକ୍ତି ପାଇଛନ୍ତି। ଏହି ସେଲ୍‌ ବିଦେଶ ଓ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ସହ ସମନ୍ୱୟ ରଖିବ।

ଖୋଲାଯାଇଥିବା ସ୍ୱତନ୍ତ୍ର ସେଲ୍‌କୁ ଯୋଗାଯୋଗ କରିବା ପାଇଁ ହ୍ୱାଟ୍ସଆପ୍‌ ଓ ଲ୍ୟାଣ୍ଡଲାଇନ୍‌ ଓ ଇ-ମେଲ ଜାରି କରାଯାଇଛି। ଜାରି ହୋଇଥିବା ମୋବାଇଲ ହ୍ୱାଟ୍ସଆପ୍‌ ନମ୍ବର ହେଉଛି ୮୫୨୭୫୮୦୨୪୫। ଠିକ୍‌ ସେମିତି ଲ୍ୟାଣ୍ଡ ଲାଇନ୍‌ ନମ୍ବର- ୦୧୧-୨୩୦୧୨୭୫୧ ମଧ୍ୟ ଜାରି କରାଯାଇଛି। ଇମେଲ୍‌- re.odisha@gmail.com/ resem-or@aic.inରେ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି।

ସେପଟେ ୟୁକ୍ରେନ୍‌ରେ ଫସିଥିବା ଓଡ଼ିଆ ଛାତ୍ରଛାତ୍ରୀଙ୍କ ସୁରକ୍ଷା ସଂପର୍କରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହାୟତା ଲୋଡିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଓଡ଼ିଆ ପିଲା ଓ ଶ୍ରମିକଙ୍କ ସୁରକ୍ଷିତ ଭାବେ ଉଦ୍ଧାର କରିବାକୁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି। ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପାଇଁ ଉଦ୍ୟମ ଚାଲିଥିବା ନେଇ ଗୃହମନ୍ତ୍ରୀ ଅମିତ ଶାହ ଆଶ୍ୱାସନା ଦେଇଛନ୍ତି।

ୟୁକ୍ରେନରେ ଫସି ରହିଥିବା ଓଡ଼ିଆଙ୍କ ମଧ୍ୟରେ ଝାରସୁଗୁ଼ଡା ଜିଲ୍ଲାର କେବଳ ୨୦ରୁ ଅଧିକ ଛାତ୍ରଛାତ୍ରୀ ଅଛନ୍ତି। ଏହାବାଦ ମୟୂରଭଞ୍ଜ, ଖୋର୍ଦ୍ଧା, ଢେଙ୍କାନାଳ, ଅନୁଗୋଳ, ବାଲେଶ୍ୱର, ସମ୍ୱଲପୁର ପରି ଜିଲ୍ଲାରୁ ମଧ୍ୟ ବହୁ ପିଲା ୟୁକ୍ରେନରେ ଫସି ରହିଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story