ସୂର୍ଯ୍ୟୋପରାଗ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି

ଭୁବନେଶ୍ୱର/ପୁରୀ (ଓଡ଼ିଶା ରିପୋର୍ଟର): ସୂର୍ଯ୍ୟୋପରାଗ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି ହୋଇଛି। ଶ୍ରୀଜିଉଙ୍କ ଗ୍ରହଣ ମହାସ୍ନାନ ପରେ ମୈଲମ, ବଡ଼ସିଂହାର ବେଶ, ମଙ୍ଗଳ ଆଳତି, ଗ୍ରହଣ ଖଇକୋରା ଭୋଗ ଓ ତଡ଼ପଲାଗି ବେଶ ସମ୍ପନ୍ନ ହୋଇଛି। ଅବକାଶ ନୀତି ସହ ଅନ୍ୟାନ୍ୟ ସେବା ଯଥାରୀତି ସମ୍ପନ୍ନ ହୋଇଛି। ଆଜି ଗ୍ରହଣ ସ୍ପର୍ଶ କରିବା ମାତ୍ରେ ନୀତିକାନ୍ତି ଆରମ୍ଭ ହୋଇଥିଲା।  ପ୍ରାୟ ଘଣ୍ଟାଏ ଧରି ଚାଲିଥିଲା ମହାପ୍ରଭୁଙ୍କ ଗ୍ରହଣ ମହାସ୍ନାନ ନୀତି। ଗତକାଲି ରାତିସାରା ଉଜାଗର ରହି ହଜାର […]

puri

puri

Jyoshna Pradhan
  • Published: Thursday, 26 December 2019
  • Updated: 26 December 2019, 02:55 PM IST

Sports

Latest News

ଭୁବନେଶ୍ୱର/ପୁରୀ (ଓଡ଼ିଶା ରିପୋର୍ଟର): ସୂର୍ଯ୍ୟୋପରାଗ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି ହୋଇଛି। ଶ୍ରୀଜିଉଙ୍କ ଗ୍ରହଣ ମହାସ୍ନାନ ପରେ ମୈଲମ, ବଡ଼ସିଂହାର ବେଶ, ମଙ୍ଗଳ ଆଳତି, ଗ୍ରହଣ ଖଇକୋରା ଭୋଗ ଓ ତଡ଼ପଲାଗି ବେଶ ସମ୍ପନ୍ନ ହୋଇଛି। ଅବକାଶ ନୀତି ସହ ଅନ୍ୟାନ୍ୟ ସେବା ଯଥାରୀତି ସମ୍ପନ୍ନ ହୋଇଛି।

ଆଜି ଗ୍ରହଣ ସ୍ପର୍ଶ କରିବା ମାତ୍ରେ ନୀତିକାନ୍ତି ଆରମ୍ଭ ହୋଇଥିଲା।  ପ୍ରାୟ ଘଣ୍ଟାଏ ଧରି ଚାଲିଥିଲା ମହାପ୍ରଭୁଙ୍କ ଗ୍ରହଣ ମହାସ୍ନାନ ନୀତି। ଗତକାଲି ରାତିସାରା ଉଜାଗର ରହି ହଜାର ହଜାର ଭକ୍ତଙ୍କୁ ତଡ଼ପଲାଗି ବେଶରେ ଶ୍ରୀଜୀଉ ଦର୍ଶନ ଦେଇଥିଲେ।

ସେହପରି ମହାପ୍ରଭୁ ଲିଙ୍ଗରାଜ ଆଜି ସାହି ସ୍ନାନ କରିଛନ୍ତି। ମାଆ ପାର୍ବତୀ, ଭଉଣୀ ରୁକୁଣା ଓ ବାସୁଦେବଙ୍କ ସହ ପରାଗର ମଧ୍ୟ ସମୟରେ ବିନ୍ଦୁସାଗର ଯାଇ ସ୍ନାନ କରିଛନ୍ତି। ଘଣ୍ଟ ଘଣ୍ଟା ବାଜି ମହାପ୍ରଭୁ ଲିଙ୍ଗରାଜଙ୍କୁ ବିନ୍ଦୁସାଗର କୂଳକୁ ନିଆଯାଇଥିଲା। ମହାସ୍ନାନ ସମୟରେ ଭୋଗ ଲାଗି ହୋଇଥିଲା। ସର୍ବମୋକ୍ଷ ପରେ ମନ୍ଦିର ଭିତରେ ମହାସ୍ନାନ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story