ଶ୍ରୀମନ୍ଦିରରେ ଭିଜିଲାନ୍ସ କାର୍ଯ୍ୟାଳୟ ଆବଶ୍ୟକ: ଜଷ୍ଟିସ ବିପି ଦାସ

ଭୁବନେଶ୍ୱର: ଶ୍ରୀମନ୍ଦିରର ନୀତିକାନ୍ତି ଓ ଦୈନନ୍ଦିନ ପରିଚାଳନା ଉପରେ ନଜର ରଖିବା ଲାଗି ମନ୍ଦିର ପରିସରରେ ଭିଜିଲାନ୍ସ କାର୍ଯ୍ୟାଳୟ ସ୍ଥାପନର ଆବଶ୍ୟକତା ରହିଛି। ତିରୁପତି ବାଲାଜୀ ମନ୍ଦିର ପରିଚାଳନା ଅନୁଧ୍ୟାନ ସାରି ଆଜି ଫେରିବା ପରେ ଏହି ମତ ରଖିଛନ୍ତି ଶ୍ରୀମନ୍ଦିର ସଂସ୍କାର କମିଶନଙ୍କ ଅଧ୍ୟକ୍ଷ ଜଷ୍ଟିସ ବିପି ଦାସ। ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରାଯିବା ଉପରେ ଗୁରୁତ୍ୱ ଦେଇ ଜଷ୍ଟିସ ଦାସ କହିଛନ୍ତି,“ତିରୁପତିରେ ଭକ୍ତମାନେ ଶୃଙ୍ଖଳିତ ଭାବେ ଯାଇ ଦର୍ଶନ କରୁଛନ୍ତି। ଠିକ୍‌ ସେହିପରି […]

just das commison

just das commison

Rakesh Mallick
  • Published: Wednesday, 01 March 2017
  • Updated: 01 March 2017, 08:40 PM IST

Sports

Latest News

ଭୁବନେଶ୍ୱର: ଶ୍ରୀମନ୍ଦିରର ନୀତିକାନ୍ତି ଓ ଦୈନନ୍ଦିନ ପରିଚାଳନା ଉପରେ ନଜର ରଖିବା ଲାଗି ମନ୍ଦିର ପରିସରରେ ଭିଜିଲାନ୍ସ କାର୍ଯ୍ୟାଳୟ ସ୍ଥାପନର ଆବଶ୍ୟକତା ରହିଛି। ତିରୁପତି ବାଲାଜୀ ମନ୍ଦିର ପରିଚାଳନା ଅନୁଧ୍ୟାନ ସାରି ଆଜି ଫେରିବା ପରେ ଏହି ମତ ରଖିଛନ୍ତି ଶ୍ରୀମନ୍ଦିର ସଂସ୍କାର କମିଶନଙ୍କ ଅଧ୍ୟକ୍ଷ ଜଷ୍ଟିସ ବିପି ଦାସ।

ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରାଯିବା ଉପରେ ଗୁରୁତ୍ୱ ଦେଇ ଜଷ୍ଟିସ ଦାସ କହିଛନ୍ତି,“ତିରୁପତିରେ ଭକ୍ତମାନେ ଶୃଙ୍ଖଳିତ ଭାବେ ଯାଇ ଦର୍ଶନ କରୁଛନ୍ତି। ଠିକ୍‌ ସେହିପରି ପୁରୀରେ ବ୍ୟବସ୍ଥା ଆରମ୍ଭ କରିବାକୁ ପାଇଁ ସୁପାରିଶ କରିପାରନ୍ତି। ଯଦି ଏହା ହୁଏ ଶ୍ରୀମନ୍ଦିରରେ ଆୟ, ବ୍ୟୟ ଉପରେ ନଜର ରଖିବାକୁ ଭିଜିଲାନ୍ସ ଅଫିସର ନିଯୁକ୍ତ ହୋଇପାରନ୍ତି।”

ଶ୍ରୀମନ୍ଦିର ସଂସ୍କାରକୁ ନେଇ ସେ କହିଛନ୍ତି,“ଶ୍ରୀମନ୍ଦିରରେ ସଂସ୍କାର ଲୋଡ଼ା। ଅଧିକାର ଯେତେବେଳେ କର୍ତ୍ତବ୍ୟକୁ କବଳିତ କରେ ସେ ସମୟରେ ସଂସ୍କାରର ଆବଶ୍ୟକତା ରହିଥାଏ। ଶ୍ରୀନ୍ଦିରରେ ଯଦି ସବୁ କିଛି ଠିକରେ ଚାଲୁ ନ ଥିବା ତେବେ ସଂସ୍କାର କଥା ଚିନ୍ତା କରାଯିବ। ଶ୍ରୀମନ୍ଦିରରେ ସବୁ ପ୍ରଥା, ପରମ୍ପରା ରହିବ, କିନ୍ତୁ ଶୃଙ୍ଖଳା ଅଣାଯିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story