କାଲିଠାରୁ ଶ୍ରୀମନ୍ଦିର ସେବାୟତଙ୍କ ହେବ ‘କରୋନା’ ଟେଷ୍ଟ

ପୁରୀ(ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିରରେ ଦଇତାପତି ସେବାୟତଙ୍କର ହେବ ‘କରୋନା’ ଟେଷ୍ଟ। ଆଗାମୀ ୨୭ ଓ ୨୮ ତାରିଖରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ହେବ ସ୍ୱାବ ସଂଗ୍ରହ। ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା। ସେପଟେ ଚଳିତବର୍ଷ ମହାପ୍ରଭୁଙ୍କ ସ୍ନାନ ଯାତ୍ରାରେ ଦଶଟି ନିଯୋଗର ସୀମିତ ସଂଖ୍ୟକ ସେବାୟତଙ୍କୁ ନେଇ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛି। ୨୫ ତାରିଖ ସୁଦ୍ଧା ଦଶଟି ନିଯୋଗର ସେବାୟତଙ୍କ ସଂଖ୍ୟା ଶ୍ରୀମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରିବାକୁ ନିଯୋଗ […]

jagannath-temple

jagannath-temple

Manoranjan Sial
  • Published: Tuesday, 26 May 2020
  • Updated: 26 May 2020, 03:48 PM IST

Sports

Latest News

ପୁରୀ(ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିରରେ ଦଇତାପତି ସେବାୟତଙ୍କର ହେବ ‘କରୋନା’ ଟେଷ୍ଟ। ଆଗାମୀ ୨୭ ଓ ୨୮ ତାରିଖରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ହେବ ସ୍ୱାବ ସଂଗ୍ରହ। ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା।

ସେପଟେ ଚଳିତବର୍ଷ ମହାପ୍ରଭୁଙ୍କ ସ୍ନାନ ଯାତ୍ରାରେ ଦଶଟି ନିଯୋଗର ସୀମିତ ସଂଖ୍ୟକ ସେବାୟତଙ୍କୁ ନେଇ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛି। ୨୫ ତାରିଖ ସୁଦ୍ଧା ଦଶଟି ନିଯୋଗର ସେବାୟତଙ୍କ ସଂଖ୍ୟା ଶ୍ରୀମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରିବାକୁ ନିଯୋଗ କର୍ମକର୍ତ୍ତାଙ୍କୁ କୁହାଯାଇଥିଲା। ତେବେ ୨୫ ତାରିଖ ବଦଳରେ ସେବାୟତ ତାଲିକା ପ୍ରଦାନର ଅବଧି ୨୭ ତାରିଖକୁ ଘୁଞ୍ଚାଇ ଦିଆଯାଇଛି।

ସେପଟେ ଗତକାଲି ଦଇତାପତି ନିଯୋଗ ପକ୍ଷରୁ ୧୫୦ ଜଣ ସେବାୟତ ମହାପ୍ରଭୁଙ୍କ ସ୍ନାନଯାତ୍ରା ଓ ଅଣସର ନୀତି କରିବା ନେଇ ସ୍ପଷ୍ଟ କରିବା ପରେ ଆଜି ଖୁଣ୍ଟିଆ ନିଯୋଗ ଭିତର ଛାମୁ ଖୁଣ୍ଟିଆ ସେବାୟତ କମିଟି ପକ୍ଷରୁ ଵିଧିବଦ୍ଧ ଭାବେ ସେବାୟତ ତାଲିକା ଶ୍ରୀମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରାଯାଇଛି। ୧୦ ଜଣ ଖୁଣ୍ଟିଆ ସେବକଙ୍କ ନାଁ ନିଯୋଗ ପକ୍ଷରୁ ପ୍ରଶାସନକୁ ଦିଆଯାଇଛି। ଅନିରବାର୍ଜ୍ୟ ଅସୁବିଧାକୁ ନଜରରେ ରଖି ଏହି ତାଲିକାରେ ଦୁଇ ଜଣ ସେବକଙ୍କ ନାମ ଅଧିକ ଦିଆଯାଇଥିବା ଉଲ୍ଲେଖ କରାଯାଇଛି ଵୋଲି ଖୁଣ୍ଟିଆ ନିଯୋଗ ପକ୍ଷରୁ କୁହାଯାଇଛି।

ସେପଟେ ଆସନ୍ତାକାଲିଠାରୁ ସେବାୟତଙ୍କ ‘କରୋନା’ ପରୀକ୍ଷା କରାଯିବ। ପ୍ରଥମେ ଦଇତାପତି ସେବାୟତଙ୍କ ନମୁନା ପରୀକ୍ଷା କରାଯିବ। ମୋଟ୍‌ ୧୫୦ ଦଇତାପତିଙ୍କ ହେବ କୋଭିଡ ଟେଷ୍ଟ। ପରବର୍ତ୍ତୀ ପର୍ଯ୍ୟାୟରେ ଗରାବଡୁ ଓ ଅନ୍ୟ ସେବାୟତଙ୍କ କୋଭିଡ୍‌  ପରୀକ୍ଷା କରାଯିବ। ଦିନକୁ ପ୍ରାୟ ୭୫ଜଣ ସେବାୟତଙ୍କ ପରୀକ୍ଷା କରାଯିବ ବୋଲି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story