ଶ୍ରୀଜିଉଙ୍କ ସ୍ଥାନାନ୍ତର ପ୍ରସଙ୍ଗ: ଚାଲିଛି ଏଏସଆଇ ବୈଷୟିକ କମିଟି ବୈଠକ

ପୁରୀ:  ଶ୍ରୀମନ୍ଦିର ଜଗମୋହନ ମରାମତି ନେଇ ଆଜି ପ୍ରତ୍ନତତ୍ତ୍ୱ ବିଭାଗ ବୈଷୟିକ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ସଚିବାଳୟରେ ଆରମ୍ଭ ହୋଇଛି। ଏଥିରେ ସାଇଣ୍ଟିଫିକ ଟିମ୍ ସଦସ୍ୟ ଉପସ୍ଥିତ ରହିଛନ୍ତି। ଜଗମୋହନ ମରାମତି ପାଇଁ କ’ଣ କରାଯିବା ଦରକାର, ସେ ନେଇ କମିଟି ଶ୍ରୀମନ୍ଦିର ପ୍ରଶାସନକୁ ରିପୋର୍ଟ ଦେବ। ରିପୋର୍ଟ ମିଳିବା ପରେ ଶ୍ରୀଜୀଉଙ୍କୁ ସ୍ଥାନାନ୍ତର ନେଇ ଛତିଶା ନିଯୋଗ ବୈଠକରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ପୂର୍ବରୁ ଏ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ […]

odishaassembly

odishaassembly

Rakesh Mallick
  • Published: Friday, 21 August 2015
  • Updated: 21 August 2015, 07:21 AM IST

Sports

Latest News

ପୁରୀ:  ଶ୍ରୀମନ୍ଦିର ଜଗମୋହନ ମରାମତି ନେଇ ଆଜି ପ୍ରତ୍ନତତ୍ତ୍ୱ ବିଭାଗ ବୈଷୟିକ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ସଚିବାଳୟରେ ଆରମ୍ଭ ହୋଇଛି। ଏଥିରେ ସାଇଣ୍ଟିଫିକ ଟିମ୍ ସଦସ୍ୟ ଉପସ୍ଥିତ ରହିଛନ୍ତି। ଜଗମୋହନ ମରାମତି ପାଇଁ କ’ଣ କରାଯିବା ଦରକାର, ସେ ନେଇ କମିଟି ଶ୍ରୀମନ୍ଦିର ପ୍ରଶାସନକୁ ରିପୋର୍ଟ ଦେବ। ରିପୋର୍ଟ ମିଳିବା ପରେ ଶ୍ରୀଜୀଉଙ୍କୁ ସ୍ଥାନାନ୍ତର ନେଇ ଛତିଶା ନିଯୋଗ ବୈଠକରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ପୂର୍ବରୁ ଏ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଆଲୋଚନା ହୋଇଥିଲା। ଯଦି ଶ୍ରୀଜିଉଙ୍କୁ ସ୍ଥାନାନ୍ତର କରାଯାଏ, ତେବେ କେଉଁ ସ୍ଥାନକୁ ନିଆଯିବ ଓ ସେଠାରେ ମହାପ୍ରଭୁଙ୍କ ନୀତିକାନ୍ତି କିଭଳି କରାଯିବ ସେ ନେଇ ଆଲୋଚନା ହୋଇଥିଲା। ପୂର୍ବରୁ ଏ ନେଇ ବିଭିନ୍ନ ନିଯୋଗ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story