ଶ୍ରୀମନ୍ଦିର ସଂସ୍କାର ପ୍ରସଙ୍ଗ: ଗଜପତିଙ୍କ ସତ୍ୟପାଠ ଦାଖଲ

ଭୁବନେଶ୍ୱର: ଶ୍ରୀମନ୍ଦିର ସଂସ୍କାର ପ୍ରସଙ୍ଗରେ ପୁରୀ ଗଜପତି ମହାରାଜା ଦିବ୍ୟସିଂହଦେବ ଆଜି କମିଶନଙ୍କ ନିକଟରେ ସତ୍ୟପାଠ ଦାଖଲ କରିଛନ୍ତି। କମିଶନଙ୍କ ସଚିବ ଗଜପତିଙ୍କ ଭୁବନେଶ୍ୱର ସ୍ଥିତ ବାସଭବନରେ ତାଙ୍କୁ ଭେଟି ସତ୍ୟପାଠ ଗ୍ରହଣ କରିଛନ୍ତି। ତେବେ ଗଜପତିଙ୍କ ସତ୍ୟପାଠରେ କ’ଣ ପ୍ରସ୍ତାବ ରହିଛି ତାହା ଜଣାପଡ଼ିନି। ଅନ୍ୟପକ୍ଷରେ ଆଜି ପୁରୀ ଜିଲ୍ଲାପାଳ ଓ ମନ୍ଦିର ପ୍ରଶାସନ ପକ୍ଷରୁ ମଧ୍ୟ ସତ୍ୟପାଠ ଦାଖଲ କରାଯାଇଛି। ପୂର୍ବରୁ ଜଗତଗୁରୁ ଶଙ୍କରାଚାର୍ଯ୍ୟ କମିଶନଙ୍କ ନିକଟରେ ଶ୍ରୀମନ୍ଦିର ସଂସ୍କାର ନେଇ ପ୍ରସ୍ତାବ ପଠାଇଥିଲେ।

puri-gajapati-dibyashing-deb

Rakesh Mallick
  • Published: Tuesday, 20 December 2016
  • , Updated: 20 December 2016, 07:56 PM IST

ଭୁବନେଶ୍ୱର: ଶ୍ରୀମନ୍ଦିର ସଂସ୍କାର ପ୍ରସଙ୍ଗରେ ପୁରୀ ଗଜପତି ମହାରାଜା ଦିବ୍ୟସିଂହଦେବ ଆଜି କମିଶନଙ୍କ ନିକଟରେ ସତ୍ୟପାଠ ଦାଖଲ କରିଛନ୍ତି। କମିଶନଙ୍କ ସଚିବ ଗଜପତିଙ୍କ ଭୁବନେଶ୍ୱର ସ୍ଥିତ ବାସଭବନରେ ତାଙ୍କୁ ଭେଟି ସତ୍ୟପାଠ ଗ୍ରହଣ କରିଛନ୍ତି। ତେବେ ଗଜପତିଙ୍କ ସତ୍ୟପାଠରେ କ’ଣ ପ୍ରସ୍ତାବ ରହିଛି ତାହା ଜଣାପଡ଼ିନି।

ଅନ୍ୟପକ୍ଷରେ ଆଜି ପୁରୀ ଜିଲ୍ଲାପାଳ ଓ ମନ୍ଦିର ପ୍ରଶାସନ ପକ୍ଷରୁ ମଧ୍ୟ ସତ୍ୟପାଠ ଦାଖଲ କରାଯାଇଛି।

ପୂର୍ବରୁ ଜଗତଗୁରୁ ଶଙ୍କରାଚାର୍ଯ୍ୟ କମିଶନଙ୍କ ନିକଟରେ ଶ୍ରୀମନ୍ଦିର ସଂସ୍କାର ନେଇ ପ୍ରସ୍ତାବ ପଠାଇଥିଲେ।

Related story