ଭଦ୍ରକର ୩ ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରୀ ଦେଲେ ସରକାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭଦ୍ରକର ୩ ଆକ୍ରାନ୍ତ ୮୦, ୮୧, ୮୨ ନମ୍ବରଙ୍କ ତଥ୍ୟ ଦେଲେ ରାଜ୍ୟ ସରକାର। ୮୨ ନମ୍ବର ଆକ୍ରାନ୍ତ ହେଉଛନ୍ତି  ଜଣେ ପୁରୁଷ (୫୫)। ତାଙ୍କ ଘର ଭଦ୍ରକ ବାସୁଦେବପୁର ଲୁଙ୍ଗା ଗାଁରେ। ସେହିପରି ୮୧ ନଂ ଆକ୍ରାନ୍ତ ଜଣକ ହେଉଛନ୍ତି ପୁରୁଷ(୩୫)। ତାଙ୍କ ଘର ଭଦ୍ରକ ବାସୁଦେବପୁର ନନ୍ଦପୁରରେ। ୮୨ ନଂ ଆକ୍ରାନ୍ତଙ୍କ  ବୟସ ୪୦। ତାଙ୍କ ଘର ଭଦ୍ରକ ବାସୁଦେବପୁର ବନ୍ଧସାହିରେ। ସମସ୍ତ ୩ ଜଣ ମାର୍ଚ୍ଚ ୩୦ରେ କୋଲକାତାରୁ ଭଡ଼ାଗାଡ଼ିରେ […]

dc-6-1

dc-6-1

Tapas Behera
  • Published: Wednesday, 22 April 2020
  • Updated: 22 April 2020, 06:48 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭଦ୍ରକର ୩ ଆକ୍ରାନ୍ତ ୮୦, ୮୧, ୮୨ ନମ୍ବରଙ୍କ ତଥ୍ୟ ଦେଲେ ରାଜ୍ୟ ସରକାର। ୮୨ ନମ୍ବର ଆକ୍ରାନ୍ତ ହେଉଛନ୍ତି  ଜଣେ ପୁରୁଷ (୫୫)। ତାଙ୍କ ଘର ଭଦ୍ରକ ବାସୁଦେବପୁର ଲୁଙ୍ଗା ଗାଁରେ। ସେହିପରି ୮୧ ନଂ ଆକ୍ରାନ୍ତ ଜଣକ ହେଉଛନ୍ତି ପୁରୁଷ(୩୫)। ତାଙ୍କ ଘର ଭଦ୍ରକ ବାସୁଦେବପୁର ନନ୍ଦପୁରରେ। ୮୨ ନଂ ଆକ୍ରାନ୍ତଙ୍କ  ବୟସ ୪୦। ତାଙ୍କ ଘର ଭଦ୍ରକ ବାସୁଦେବପୁର ବନ୍ଧସାହିରେ। ସମସ୍ତ ୩ ଜଣ ମାର୍ଚ୍ଚ ୩୦ରେ କୋଲକାତାରୁ ଭଡ଼ାଗାଡ଼ିରେ ଆସିଥିଲେ। ଅନ୍ୟ ୧୫ ସହଯାତ୍ରୀଙ୍କ ସହ ଭଡ଼ାଗାଡ଼ିରେ ନୂତନ ବଜାରରୁ ଆସିଥିଲେ। କାହାରି ଲକ୍ଷଣ ନଥିଲା, ସାମ୍ପଲ ଟେଷ୍ଟ ପରେ ପଜିଟିଭ ବାହାରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story