ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭଦ୍ରକର ୩ ଆକ୍ରାନ୍ତ ୮୦, ୮୧, ୮୨ ନମ୍ବରଙ୍କ ତଥ୍ୟ ଦେଲେ ରାଜ୍ୟ ସରକାର। ୮୨ ନମ୍ବର ଆକ୍ରାନ୍ତ ହେଉଛନ୍ତି ଜଣେ ପୁରୁଷ (୫୫)। ତାଙ୍କ ଘର ଭଦ୍ରକ ବାସୁଦେବପୁର ଲୁଙ୍ଗା ଗାଁରେ। ସେହିପରି ୮୧ ନଂ ଆକ୍ରାନ୍ତ ଜଣକ ହେଉଛନ୍ତି ପୁରୁଷ(୩୫)। ତାଙ୍କ ଘର ଭଦ୍ରକ ବାସୁଦେବପୁର ନନ୍ଦପୁରରେ। ୮୨ ନଂ ଆକ୍ରାନ୍ତଙ୍କ ବୟସ ୪୦। ତାଙ୍କ ଘର ଭଦ୍ରକ ବାସୁଦେବପୁର ବନ୍ଧସାହିରେ। ସମସ୍ତ ୩ ଜଣ ମାର୍ଚ୍ଚ ୩୦ରେ କୋଲକାତାରୁ ଭଡ଼ାଗାଡ଼ିରେ ଆସିଥିଲେ। ଅନ୍ୟ ୧୫ ସହଯାତ୍ରୀଙ୍କ ସହ ଭଡ଼ାଗାଡ଼ିରେ ନୂତନ ବଜାରରୁ ଆସିଥିଲେ। କାହାରି ଲକ୍ଷଣ ନଥିଲା, ସାମ୍ପଲ ଟେଷ୍ଟ ପରେ ପଜିଟିଭ ବାହାରିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Health
ବାୟୁ ପ୍ରଦୂଷଣ କରିପାରେ ଏହି ସବୁ ଜଟିଳ ରୋଗ
ପ୍ରଦୂଷିତ ବାୟୁ ଅଞ୍ଚଳରେ ରହିବା ଦ୍ୱାରା କେଉଁ କେଉଁ ସ୍ୱାସ୍ଥ୍ୟ ସମସ୍ୟା ହୁଏ, ଜାଣନ୍ତୁ...
Health
କେଉଁମାନେ ଚିଆ ସିଡ୍ସ ଖାଇବା ଅନୁଚିତ୍, ଜାଣନ୍ତୁ
ଶରୀରରେ କିଛି ସମସ୍ୟା ଥିଲେ ଚିଆ ସିଡ୍ସ ସେବନ ହାନିକାରକ ହୋଇପାରେ।
Health
ମଧୁମେହ ହେଲେ ଦେଖାଯାଏ ଏହି ସବୁ ପ୍ରାରମ୍ଭିକ ଲକ୍ଷଣ
ମଧୁମେହ ହେଲେ ଶରୀରରେ ପ୍ରଥମେ କେଉଁ ସବୁ ଲକ୍ଷଣ ଦେଖାଯାଏ, ଜାଣନ୍ତୁ...
Health
ଭାରତୀୟମାନେ ଦିନକୁ କେତେଥର ଖାଇବା ଉଚିତ?
ଆମ ଭାରତୀୟମାନଙ୍କ ପାଇଁ ଖାଇବା ହେଉଛି ଉପଭୋଗ କରିବାର ଏକ ସାମଗ୍ରୀ। ଯେତେବେଳେ ମନ ହୁଏ, ଆମେ ଖାଇନେଉ। ହେଲେ ଖାଦ୍ୟ ନିୟନ୍ତ୍ରଣ କରିବା ଆମ ପାଇଁ ଅତ୍ୟନ୍ତ କଷ୍ଟକର।
Health
ଅଧିକ ଲୁଣ ଖାଉଛନ୍ତି କି? ହୋଇପାରେ ପେଟ କ୍ୟାନ୍ସର୍
WHO ଅନୁଯାୟୀ, ଜଣେ ବୟସ୍କ ବ୍ୟକ୍ତି ପ୍ରତିଦିନ ୫ ଗ୍ରାମରୁ ଅଧିକ ଲୁଣ ଖାଇବା ଉଚିତ୍ ନୁହେଁ, ଏଥିରେ ୨ ଗ୍ରାମ ସୋଡିୟମ୍ ଏବଂ ୩.୫ ଗ୍ରାମ ପୋଟାସିୟମର ମିଶ୍ରଣ ରହିବା ଉଚିତ୍।