ମୁହଁ ଖୋଲିଲେ ରାଜ୍ୟ ସରକାର

ପୁରୀ: ଶ୍ରୀଜିଉଙ୍କ ଘୋଷଯାତ୍ରାକୁ ନେଇ ସବୁଅଡ଼ୁ ସମାଲୋଚିତ ହେବା ପରେ ଶେଷରେ ସ୍ପଷ୍ଟୀକରଣ ରଖିଛି ରାଜ୍ୟ ଆଇନ ବିଭାଗ। ରଥଯାତ୍ରା ହେବ କି ନହେବ ତାହା ଏବେ ସୁପ୍ରିମକୋର୍ଟଙ୍କ ରାୟ ଉପରେ ନିର୍ଭର କରୁଥିବା ବେଳେ ଆସନ୍ତାକାଲି ଶୁଣାଣି ବେଳେ ଆଇନ୍ ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି ଆଇନ ବିଭାଗ ପ୍ରେସ୍ ବିଜ୍ଞପ୍ତିରେ ସୂଚନା ଦେଇଛି। ଗତ ୧୮ ତାରିଖରେ ସୁପ୍ରିମକୋର୍ଟରେ ହୋଇଥିବା ଶୁଣାଣି ବେଳେ ରାଜ୍ୟ ସରକାର ମୂଳପୀଠ ପୁରୀ ନୁହେଁ, ବରଂ ସାରା ରାଜ୍ୟର […]

RATH-YATRA-1

RATH-YATRA-1

Tapas Behera
  • Published: Sunday, 21 June 2020
  • Updated: 21 June 2020, 11:04 PM IST

Sports

Latest News

ପୁରୀ: ଶ୍ରୀଜିଉଙ୍କ ଘୋଷଯାତ୍ରାକୁ ନେଇ ସବୁଅଡ଼ୁ ସମାଲୋଚିତ ହେବା ପରେ ଶେଷରେ ସ୍ପଷ୍ଟୀକରଣ ରଖିଛି ରାଜ୍ୟ ଆଇନ ବିଭାଗ। ରଥଯାତ୍ରା ହେବ କି ନହେବ ତାହା ଏବେ ସୁପ୍ରିମକୋର୍ଟଙ୍କ ରାୟ ଉପରେ ନିର୍ଭର କରୁଥିବା ବେଳେ ଆସନ୍ତାକାଲି ଶୁଣାଣି ବେଳେ ଆଇନ୍ ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି ଆଇନ ବିଭାଗ ପ୍ରେସ୍ ବିଜ୍ଞପ୍ତିରେ ସୂଚନା ଦେଇଛି।

ଗତ ୧୮ ତାରିଖରେ ସୁପ୍ରିମକୋର୍ଟରେ ହୋଇଥିବା ଶୁଣାଣି ବେଳେ ରାଜ୍ୟ ସରକାର ମୂଳପୀଠ ପୁରୀ ନୁହେଁ, ବରଂ ସାରା ରାଜ୍ୟର ହଜାର ହଜାର ରଥଯାତ୍ରା ନେଇ ପକ୍ଷ ରଖିଥିବା ଆଇନ ବିଭାଗ ପକ୍ଷରୁ ଜାରି ପ୍ରେସ୍ ନୋଟରେ ଦର୍ଶାଯାଇଛି।

ରାଜ୍ୟର ପ୍ରତି ପଞ୍ଚାୟତରେ ରଥଯାତ୍ରା ଆୟୋଜନ ବେଳେ ଲକ୍ଷାଧିକ ଲୋକ ସମାଗମ ହୋଇଥାଏ ବୋଲି ଦର୍ଶାଇଥିଲେ। ଏହା କୋଭିଡ୍ ପାଇଁ ବିପଦ ସୃଷ୍ଟି କରିପାରିବେ ବୋଲି ରାଜ୍ୟ ସରକାର ଯୁକ୍ତି ବାଢ଼ିଥିବା କୁହାଯାଇଛି। ତେବେ ଗଜପତିଙ୍କ ଅନୁରୋଧ କ୍ରମେ ଆସନ୍ତାକାଲି ଶୁଣାଣି ବେଳେ ରାଜ୍ୟ ସରକାର ଆଇନ ଅନୁମୋଦିତ ପଦକ୍ଷେପ ନେବେ ବୋଲି ପ୍ରେସ୍ ନୋଟରେ ଉଲ୍ଲେଖ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story