୬ରେ ଲୋକାୟୁକ୍ତ ସିଲେକ୍‌ସନ୍‌ କମିଟିର ବୈଠକ, ସମୟ ମାଗି ଖସିଯିବାକୁ ମସୁଧା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚାରା, ସମବାୟ ଓ ଓମ୍‌ଫେଡ୍‌ ପଲିଥିନ୍ ପ୍ୟାକ୍ ଭଳି ଅନେକ ଦୁର୍ନୀତିକୁ ନେଇ ଉଠୁଛି ପଡୁଛି ରାଜ୍ୟ। ବରିଷ୍ଠ ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଦୁର୍ନୀତିରେ ସମ୍ପୃକ୍ତ ଥିବା ଅଭିଯୋଗ ଆସୁଛି। ଏସବୁର ନିରପେକ୍ଷ ତଦନ୍ତ ପାଇଁ ଦାବି ହେଉଥିବା ବେଳେ ରାଜ୍ୟ ସରକାର କିନ୍ତୁ ଏଯାଏ ଗଠନ କରୁନାହାନ୍ତି ଲୋକାୟୁକ୍ତ। ଗତ ଜୁଲାଇ ୧୦ରେ ୩ ମାସ ଭିତରେ ଲୋକାୟୁକ୍ତ ଗଠନ ପାଇଁ ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କୁ […]

state-lokayukt-selection-committee

state-lokayukt-selection-committee

Manoranjan Sial
  • Published: Wednesday, 26 September 2018
  • Updated: 26 September 2018, 10:09 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚାରା, ସମବାୟ ଓ ଓମ୍‌ଫେଡ୍‌ ପଲିଥିନ୍ ପ୍ୟାକ୍ ଭଳି ଅନେକ ଦୁର୍ନୀତିକୁ ନେଇ ଉଠୁଛି ପଡୁଛି ରାଜ୍ୟ। ବରିଷ୍ଠ ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଦୁର୍ନୀତିରେ ସମ୍ପୃକ୍ତ ଥିବା ଅଭିଯୋଗ ଆସୁଛି। ଏସବୁର ନିରପେକ୍ଷ ତଦନ୍ତ ପାଇଁ ଦାବି ହେଉଥିବା ବେଳେ ରାଜ୍ୟ ସରକାର କିନ୍ତୁ ଏଯାଏ ଗଠନ କରୁନାହାନ୍ତି ଲୋକାୟୁକ୍ତ।

ଗତ ଜୁଲାଇ ୧୦ରେ ୩ ମାସ ଭିତରେ ଲୋକାୟୁକ୍ତ ଗଠନ ପାଇଁ ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଲୋକାୟୁକ୍ତ ଗଠନ କରିବା ପରିବର୍ତ୍ତେ ସରକାର ଏଯାଏ ଚୁପ୍‌ ବସିଥିଲେ। ତେବେ ଡେଡ୍‌ଲାଇନ୍‌ ଅକ୍ଟୋବର ୧୦ ତାରିଖ ପାଖଉଥିବା ଦେଖି ତରବରିଆ ଭାବେ ଆସନ୍ତା ୬ ତାରିଖରେ ସିଲେକସନ୍‌ କମିଟି ବୈଠକ ଡକାଇଛନ୍ତି।

ତେବେ ଏଠି ପ୍ରଶ୍ନ ଉଠୁଛି, କାହିଁକି ଏପର୍ଯ୍ୟନ୍ତ ଲୋକାୟୁକ୍ତ ଗଠନ ନେଇ ପ୍ରକ୍ରିୟା ଆଗେଇ ପାରୁନାହିଁ? ନିର୍ବାଚନ ଗଡ଼ିଯିବା ଯାଏ ସରକାର ଜାଣିଶୁଣି ବିଳମ୍ବ କରୁଛନ୍ତି କି? ଏହାକୁ ନେଇ ବର୍ଷିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ।

ସେପଟେ ୬ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସିଲେକ୍‌ସନ୍‌ କମିଟି ବୈଠକ ବସିବ। ଯେଉଁଥିରେ ସଦସ୍ୟ ଅଛନ୍ତି ବିଧାନସଭା ବାଚସ୍ପତି, ବିରୋଧୀ ଦଳ ନେତା ଓ ହାଇକୋର୍ଟ ମୁଖ୍ୟ ବିଚାରପତି କିମ୍ବା ତାଙ୍କ ଦ୍ୱାରା ମନୋନୀତ ଜଣେ ଜଜ୍। କମିଟିର ଅନ୍ୟ ଜଣେ ସଦସ୍ୟଙ୍କୁ ରାଜ୍ୟପାଳ ମନୋନୀତ କରିବେ।

ପରେ ସିଲେକ୍ସନ କମିଟି ଲୋକାୟୁକ୍ତ ନିଯୁକ୍ତି ପାଇଁ ୫ ଜଣିଆ ସର୍ଚ୍ଚ କମିଟି ବାଛିବେ। ଏହି ସର୍ଚ୍ଚ କମିଟି ଲୋକାୟୁକ୍ତ ଓ ସଦସ୍ୟଙ୍କୁ ବାଛି ଚୟନ କମିଟିର ବିଚାର ପାଇଁ ସୁପାରିସ କରିବେ। ଏହା ସମୟ ସାପେକ୍ଷ ହୋଇଥିବାରୁ ଲୋକାୟୁକ୍ତ ଗଠନ ନେଇ ସରକାର କୋର୍ଟରେ ୩ ମାସ ସମୟ ମାଗି ଖସି ଯିବା ଚକ୍କରରେ ଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story