ଆହତ ଯବାନଙ୍କୁ ଭେଟିଲେ କେନ୍ଦ୍ର କୃଷିମନ୍ତ୍ରୀ, ହିଂସା ଛାଡ଼ିବାକୁ ମାଓବାଦୀଙ୍କୁ କଲେ ଅନୁରୋଧ

ବ୍ରହ୍ମପୁର: ମାଲକାନଗିରିରେ ମାଓବାଦୀଙ୍କ ଆକ୍ରମଣରେ ଆହତ ହୋଇ ବ୍ରହ୍ମପୁର ମେଡିକାଲରେ ଚିକିତ୍ସାଧୀନ ଥିବା ଆହତ ଯବାନମାନଙ୍କୁ କେନ୍ଦ୍ର କୃଷିମନ୍ତ୍ରୀ ରାଧାମୋହନ ସିଂହ ଭେଟି ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି ।

ମାଓବାଦୀମାନେ ହିଂସାର ମାର୍ଗ ତ୍ୟାଗ କରିବାକୁ ସେ ଅନୁରୋଧ କରିଛନ୍ତି।  ଏଥିସହ ସେ ରାଜ୍ୟ ଓ ଦେଶ ନିର୍ମାଣରେ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି। ଗସ୍ତ ଅବସରରେ ଦିଗପହଣ୍ଡିରେ ଆୟୋଜିତ ‘ସବକା ସାଥ ସବକା ବିକାଶ’ କାର୍ଯ୍ୟକ୍ରମରେ ମଧ୍ୟ ଯୋଗଦେଇଥିଲେ ରାଧାମୋହନ ସିଂହ ।

Ordigital Desk
• Published: Sunday, 11 June 2017
• Updated: 11 June 2017, 01:31 PM IST

Sports

Latest News

ବ୍ରହ୍ମପୁର: ମାଲକାନଗିରିରେ ମାଓବାଦୀଙ୍କ ଆକ୍ରମଣରେ ଆହତ ହୋଇ ବ୍ରହ୍ମପୁର ମେଡିକାଲରେ ଚିକିତ୍ସାଧୀନ ଥିବା ଆହତ ଯବାନମାନଙ୍କୁ କେନ୍ଦ୍ର କୃଷିମନ୍ତ୍ରୀ ରାଧାମୋହନ ସିଂହ ଭେଟି ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି ।

ମାଓବାଦୀମାନେ ହିଂସାର ମାର୍ଗ ତ୍ୟାଗ କରିବାକୁ ସେ ଅନୁରୋଧ କରିଛନ୍ତି।  ଏଥିସହ ସେ ରାଜ୍ୟ ଓ ଦେଶ ନିର୍ମାଣରେ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି। ଗସ୍ତ ଅବସରରେ ଦିଗପହଣ୍ଡିରେ ଆୟୋଜିତ ‘ସବକା ସାଥ ସବକା ବିକାଶ’ କାର୍ଯ୍ୟକ୍ରମରେ ମଧ୍ୟ ଯୋଗଦେଇଥିଲେ ରାଧାମୋହନ ସିଂହ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos