୧ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ମୂଲ୍ୟର ବ୍ରାଉନସୁଗର ଜବତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୧ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ମୂଲ୍ୟର ବ୍ରାଉନସୁଗର ଜବତ, ଜଣେ ଗିରଫ। ଗିରଫ ବ୍ୟକ୍ତି ଜଣକ ଭୁବନେଶ୍ୱର କ୍ୟାପିଟାଲ ଥାନା ଅନ୍ତର୍ଗତ ଫରେଷ୍ଟ ପାର୍କ ଅଞ୍ଚଳର ଉମେଶ ବେହେରା(୨୪)। ସେ କାର୍‌ରେ ବ୍ରାଉନସୁଗାର ବିକ୍ରି କରିବା ଉଦ୍ଦେଶ୍ୟରେ ଆଣି ଆସୁଥିଲେ। ଭୁବନେଶ୍ୱର ଏୟାରଫିଲ୍ଡ ଥାନା ଅନ୍ତର୍ଗତ ସୁନ୍ଦରପଦା ଓ ଜଟଣୀ ରୋଡ୍‌ରେ ଚଢ଼ାଉ କରି ଏସ୍‌ଟିଏଫ୍ ଓ କମିଶନରେଟ୍‌ ପୁଲିସ ଏହି ବ୍ୟକ୍ତିକୁ ଗିରଫ କରିଛି। ଗତକାଲି ଏ ଚଢ଼ାଉ କରାଯାଇଥିବା ସମ୍ପର୍କରେ ଏସ୍‌ଟିଏଫ୍ […]

brown-sugar

brown-sugar

Niranjan Mishra
  • Published: Wednesday, 28 September 2022
  • Updated: 28 September 2022, 04:40 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୧ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ମୂଲ୍ୟର ବ୍ରାଉନସୁଗର ଜବତ, ଜଣେ ଗିରଫ। ଗିରଫ ବ୍ୟକ୍ତି ଜଣକ ଭୁବନେଶ୍ୱର କ୍ୟାପିଟାଲ ଥାନା ଅନ୍ତର୍ଗତ ଫରେଷ୍ଟ ପାର୍କ ଅଞ୍ଚଳର ଉମେଶ ବେହେରା(୨୪)। ସେ କାର୍‌ରେ ବ୍ରାଉନସୁଗାର ବିକ୍ରି କରିବା ଉଦ୍ଦେଶ୍ୟରେ ଆଣି ଆସୁଥିଲେ। ଭୁବନେଶ୍ୱର ଏୟାରଫିଲ୍ଡ ଥାନା ଅନ୍ତର୍ଗତ ସୁନ୍ଦରପଦା ଓ ଜଟଣୀ ରୋଡ୍‌ରେ ଚଢ଼ାଉ କରି ଏସ୍‌ଟିଏଫ୍ ଓ କମିଶନରେଟ୍‌ ପୁଲିସ ଏହି ବ୍ୟକ୍ତିକୁ ଗିରଫ କରିଛି। ଗତକାଲି ଏ ଚଢ଼ାଉ କରାଯାଇଥିବା ସମ୍ପର୍କରେ ଏସ୍‌ଟିଏଫ୍ ଆଜି ସୂଚନା ଦେଇଛି।

ଉମେଶଙ୍କ ନିକଟରୁ ପ୍ରାୟ ୧ କିଲୋ ୫୦ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି। ଏନେଇ ଏସ୍‌ଟିଏଫ୍ ଏକ ମାମଲା କରିବା ସହ ଘଟଣାର ଅଧିକ ତଦନ୍ତ ଜାରି ରଖିଛି। ସେପଟେ ଗିରଫ ଉମେଶଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏହି ଘଟଣା ପରେ ରାଜଧାନୀ ଭୁବନେଶ୍ୱରରେ ନିଶା ମାଫିଆ ମାତିଥିବା ପୁଣି ସ୍ପଷ୍ଟ ହୋଇଛି।

ଏନେଇ ଏସ୍‌ଟିଏଫ୍ ପକ୍ଷରୁ କୁହାଯାଇଛି, ଗତକାଲି ସନ୍ଧ୍ୟାରେ ଏକ ହୁଣ୍ଡା କାର୍‌ରେ ବ୍ରାଉନସୁଗର ନେଇ କିଛି ବ୍ୟକ୍ତି ଜଟଣୀରୁ ଭୁବନେଶ୍ୱର ଆସୁଥିବା ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଥିଲା। ଯାହା ପରେ ଚଢ଼ାଉ କରାଯାଇଥିଲା। ସୁନ୍ଦରପଦା-ଜଟଣୀ ରାସ୍ତାର ହାଇଟେକ୍ ପ୍ଲାଜା ଠାରେ ଏକ କାର୍‌କୁ ପୁଲିସ ଅଟକାଇଥିଲା। ହେଲେ କାର୍‌ ଚଳାଉଥିବା ଚାଳକ ତଥା ଗାଡ଼ି ମାଲିକ କୌଶଳ କ୍ରମେ ଘଟଣାସ୍ଥଳରୁ ଖସି ପଳାଇଥିଲା। ତେବେ କାରରେ ଥିବା ଅନ୍ୟଜଣେ ବ୍ୟକ୍ତି ଉମେଶକୁ ପୁଲିସ କାବୁ କରି ନେଇଥିଲା। ତାଙ୍କ ନିକଟରୁ ବ୍ରାଉନସୁଗର ଜବତ କରାଯାଇଛି। ପୁଲିସ ଉକ୍ତ କାର ଓ ଜବତ ବ୍ରାଉନସୁଗରକୁ ନିଜ ହେପାଜତରେ ରଖିଛି।

ସୂଚନା ମୁତାବକ, ବେଆଇନ ବ୍ରାଉନ୍‌ସୁଗର କାରବାର ବନ୍ଦ କରିବା ନିମନ୍ତେ ଏସ୍‌ଟିଏଫ୍ ୨୦୨୦ ମସିହାରୁ ଏ ପର୍ଯ୍ୟନ୍ତ  ସ୍ୱତନ୍ତ୍ର ଚଢ଼ାଉ ଜାରି ରଖିଛି। ଏବେ ସୁଦ୍ଧା ପ୍ରାୟ ୫୮ କେଜିର ବ୍ରାଉନ୍‌ସୁଗର ଜବତ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story