ଡ୍ରାଇଭ୍ ଇନ୍ ଟିକା କାର୍ଯ୍ୟକ୍ରମ ବନ୍ଦ କର !

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଡ୍ରାଇଭ୍ ଇନ୍ ଏବଂ ଘରେ ପହଞ୍ଚି ଟିକାକରଣକୁ ମନା କଲେ ସରକାର। ଏନେଇ ସବୁ ଜିଲ୍ଲାପାଳ, ମ୍ୟୁନିସପାଲ କମିଶନରଙ୍କୁ ସ୍ୱାସ୍ଥ୍ୟ ACS ପ୍ରଦୀପ୍ତ ମହାପାତ୍ର ଚିଠି କରିଛନ୍ତି। ଭାରତ ସରକାରଙ୍କ ଗାଇଡଲାଇନରେ ଏପରି ବ୍ୟବସ୍ଥା ନଥିବା କହିଲେ ସ୍ୱାସ୍ଥ୍ୟ ACS। ଯଥେଷ୍ଟ ୱେଟିଂ ଏରିଆ, ପର୍ଯ୍ୟବେକ୍ଷଣ ଗୃହ ଥିବା ଜାଗାରେ ଟିକା ଦେବା ନିୟମ ରହିଛି। ଟିକା ନେବା ପରେ ଗ୍ରହୀତାଙ୍କୁ ୩୦ ମିନିଟ ଅବଜରଭେସନ ନିୟମ ଅଛି। ଡ୍ରାଇଭ୍ ଇନ୍ ଓ ଡୋର୍ […]

imc-750x430

imc-750x430

Tapas Behera
  • Published: Wednesday, 19 May 2021
  • Updated: 19 May 2021, 06:38 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଡ୍ରାଇଭ୍ ଇନ୍ ଏବଂ ଘରେ ପହଞ୍ଚି ଟିକାକରଣକୁ ମନା କଲେ ସରକାର। ଏନେଇ ସବୁ ଜିଲ୍ଲାପାଳ, ମ୍ୟୁନିସପାଲ କମିଶନରଙ୍କୁ ସ୍ୱାସ୍ଥ୍ୟ ACS ପ୍ରଦୀପ୍ତ ମହାପାତ୍ର ଚିଠି କରିଛନ୍ତି। ଭାରତ ସରକାରଙ୍କ ଗାଇଡଲାଇନରେ ଏପରି ବ୍ୟବସ୍ଥା ନଥିବା କହିଲେ ସ୍ୱାସ୍ଥ୍ୟ ACS। ଯଥେଷ୍ଟ ୱେଟିଂ ଏରିଆ, ପର୍ଯ୍ୟବେକ୍ଷଣ ଗୃହ ଥିବା ଜାଗାରେ ଟିକା ଦେବା ନିୟମ ରହିଛି।

ଟିକା ନେବା ପରେ ଗ୍ରହୀତାଙ୍କୁ ୩୦ ମିନିଟ ଅବଜରଭେସନ ନିୟମ ଅଛି। ଡ୍ରାଇଭ୍ ଇନ୍ ଓ ଡୋର୍ ଷ୍ଟେପ୍‌ରେ ଏସବୁ ପାଳନ ହେବା କଷ୍ଟକର। ଏସବୁ ଦ୍ୱାରା ଅଧିକ ମାତ୍ରାରେ ଟିକା ଅପଚୟ ହେବା ସମ୍ଭାବନା ରହିଛି। ତେଣୁ ଏସବୁ ବ୍ୟବସ୍ଥା ବନ୍ଦ କରିବାକୁ କହିଲେ ସ୍ୱାସ୍ଥ୍ୟ ବିଭାଗ ACS।

କିଛି ଦିନ ପୂର୍ବେ ଭୁବନେଶ୍ୱର ମହାନଗର ନିଗମ ଓ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଡ୍ରାଇଭ୍ ଇନ୍ ଟିକାକରଣ କାର୍ଯ୍ୟ ଆରମ୍ଭ ହୋଇ ଥିଲା। ରାଜଧାନୀର ୪ଟି ମଲ୍‌ ଏସ୍‌ପ୍ଲାନେଡ୍, ଡିଏନ୍‌ ରେଗାଲିଆ, ଗ୍ୟା‌ଲରିଆ, ସିମ୍ଫୋନି ମଲ୍‌ ସମେତ କିଟ୍‌ ଷ୍ଟାଡିୟମରେ ଡ୍ରାଇଭ୍ ଇନ୍ ଟିକା ଅଭିଯାନ ଚାଲିଥିଲା। ଭିଡ଼ରେ ଛିଡ଼ା ନହୋଇ, ଧାଡ଼ି ନବାନ୍ଧି, ଗାଡ଼ିରୁ ନଓହ୍ଲାଇ ଟିକା ନେଇଥିଲେ ଲୋକେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story