ସ୍ଥାୟୀ ହାଇକୋର୍ଟ ବେଂଚ ଦାବି: ବିକ୍ଷୋଭ କଲେ ପଶ୍ଚିମଓଡ଼ିଶା ଓକିଲ ସଂଘ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଶ୍ଚିମଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଂଚ ପ୍ରତିଷ୍ଠା ଦାବି ପୁଣିଥରେ ଜୋର ଧରିଛି । ସମ୍ବଲପୁରରେ ନାଗରିକ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ  ଆଜି ଗୋଟିଏ ଦିନ ସମସ୍ତ କୋର୍ଟ ଓ ସରକାରୀ ଅଫିସ୍ ବନ୍ଦ ରହିଥିବାବେଳେ ଭୁବନେଶ୍ୱରରେ ପଶ୍ଚିମଓଡ଼ିଶା ଓକିଲ ସଂଘ ପକ୍ଷରୁ ଲୋକସେବା ଭବନ ଘେରାଉ ପାଇଁ ଉଦ୍ୟମ ହୋଇଛି । ସ୍ଥାୟୀ ବେଂଚ ସ୍ଥାପନ ଦିଗରେ ରାଜ୍ୟ ସରକାରଙ୍କ ଟାଳଟୂଳ ନୀତି ପାଇଁ ପଶ୍ଚିମଓଡ଼ିଶା ଓକିଲ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ […]

high-court

high-court

Niranjan Mishra
  • Published: Wednesday, 28 September 2022
  • Updated: 28 September 2022, 10:34 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଶ୍ଚିମଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଂଚ ପ୍ରତିଷ୍ଠା ଦାବି ପୁଣିଥରେ ଜୋର ଧରିଛି । ସମ୍ବଲପୁରରେ ନାଗରିକ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ  ଆଜି ଗୋଟିଏ ଦିନ ସମସ୍ତ କୋର୍ଟ ଓ ସରକାରୀ ଅଫିସ୍ ବନ୍ଦ ରହିଥିବାବେଳେ ଭୁବନେଶ୍ୱରରେ ପଶ୍ଚିମଓଡ଼ିଶା ଓକିଲ ସଂଘ ପକ୍ଷରୁ ଲୋକସେବା ଭବନ ଘେରାଉ ପାଇଁ ଉଦ୍ୟମ ହୋଇଛି । ସ୍ଥାୟୀ ବେଂଚ ସ୍ଥାପନ ଦିଗରେ ରାଜ୍ୟ ସରକାରଙ୍କ ଟାଳଟୂଳ ନୀତି ପାଇଁ ପଶ୍ଚିମଓଡ଼ିଶା ଓକିଲ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦାୟୀ କରାଯାଇଛି ।

ବୁଧବାର ଭୁବନେଶ୍ୱରର ଲୋଏର ପିଏମଜିଠାରେ ପଶ୍ଚିମଓଡ଼ିଶାର ଓକିଲ ସଂଘ ପକ୍ଷରୁ ହାଇକୋର୍ଟ ସ୍ଥାୟୀ ବେଂଚ ସ୍ଥାପନ ଦାବିରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଓକିଲମାନେ କୋର୍ଟ ପିନ୍ଧି ଏହି ବିକ୍ଷୋଭରେ ସାମିଲ ହେବା ସହ ଲୋକସେବା ଭବନ ଆଡ଼କୁ ଯିବାବେଳେ ପୁଲିସ ସେମାନଙ୍କୁ ବିରୋଧ କରିଥିଲା । ହାଇକୋର୍ଟ ସ୍ଥାୟୀ ବେଂଚ ସ୍ଥାପନ ନେଇ ରାଜ୍ୟ ସରକାର ଆନ୍ତରିକତା ଦେଖାଉନଥିବା ଓକିଲମାନେ ଅଭିଯୋଗ କରିଛନ୍ତି । ରାଜ୍ୟ ସରକାର ପଶ୍ଚିମଓଡ଼ିଶାରେ ହାଇକୋର୍ଟ ବେଂଚ ସ୍ଥାପନ ନିମନ୍ତେ ବିସ୍ତୃତ ପୂର୍ଣ୍ଣାଙ୍ଗ ପ୍ରସ୍ତାବ କେନ୍ଦ୍ର ସରକାରଙ୍କୁ ପଠାିବାକୁ ଓକିଲମାନେ ଦାବି କରିଛନ୍ତି ।

ଏପଟେ ସମ୍ବଲପୁର ବିଧାୟକ ତଥା ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି ଯେ, ହାଇକୋର୍ଟ ସ୍ଥାୟୀ ବେଂଚ ସ୍ଥାପନ ପ୍ରସଙ୍ଗରେ କେନ୍ଦ୍ର ସରକାର ନିଜର ଆଭିମୁଖ୍ୟ ସ୍ପଷ୍ଟ କରିସାରିଥିବା ସତ୍ତ୍ୱେ ରାଜ୍ୟ ସରକାର ଏ ଦିଗରେ କୌଣସି ନିଷ୍ପତ୍ତି ନେଉନାହାନ୍ତି । ଯାହାକି ଅତ୍ୟନ୍ତ ନିନ୍ଦନୀୟ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story