ଫେକ୍ ପ୍ଲେସମେଣ୍ଟ ଓ ସିବିଏସ୍‌ଇ ରେଜଲ୍ଟ ବିଭ୍ରାଟ ପ୍ରତିବାଦରେ ଛାତ୍ର କଂଗ୍ରେସର ବାଇକ୍‌ ରାଲି

Ordigital Desk
  • Published: Tuesday, 06 June 2017
  • , Updated: 06 June 2017, 01:44 PM IST
<p>ଭୁବନେଶ୍ୱର: ଆଇଟିଇଆର ଫେକ୍ ପ୍ଲେସମେଣ୍ଟ ଓ ସିବିଏସ୍&zwnj;ଇ ଦ୍ୱାଦଶ ଶ୍ରେଣୀ ରେଜଲ୍ଟ୍ ବିଭ୍ରାଟ ଭଳି ପ୍ରସଙ୍ଗକୁ ନେଇ ରାସ୍ତାକୁ ଓହ୍ଲାଇଲା ଛାତ୍ର କଂଗ୍ରେସ। ଛାତ୍ର କଂଗ୍ରେସର କର୍ମୀମାନେ ରାଜଧାନୀରେ ବାଇକ୍ ରାଲି କରିଛନ୍ତି। ସେମାନେ ନବୀନ ନିବାସ ଘେରାଉ କରିବାକୁ ଗଲା ବେଳେ ପୋଲିସ ସେମାନଙ୍କୁ ଅଟକାଇଥିଲା।</p> <p>[vc_video link=&quot; &quot; align=&quot;center&quot;]</p> <p>ଆଇଟିଇଆର ପ୍ରସଙ୍ଗରେ ସରକାର କାହିଁକି କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି ବୋଲି ପ୍ରଶ୍ନ କରିଛି ଛାତ୍ର କଂଗ୍ରେସ। ସେହିପରି ରାଜ୍ୟରେ ଖାଲି ପଡିଥିବା ଶିକ୍ଷକ ପଦବୀ କାହିଁକି ପୂରଣ କରାଯାଉନାହିଁ ବୋଲି&nbsp; ଛାତ୍ର କଂଗ୍ରେସ ପ୍ରଶ୍ନ ଉଠାଇଛି।</p>

Related story