ସ୍କୁଲରେ ବସିଲା ଛାତ୍ର ଅଦାଲତ, ମିଳିଲା ଅଜବ ରାୟ

ନୀଳଗିରି(ବିଶ୍ୱମ୍ୱର ଦାସ): ସ୍କୁଲରେ ବସିଲା ଛାତ୍ର ଅଦାଲତ। ଆଇନ୍‌ଜୀବୀମାନେ ନିଜ ମହକିଲ୍‌ଙ୍କ ପାଇଁ ଯୁକ୍ତି ରଖିଲେ। ଆଉ ତା’ପରେ ରାୟ ରଖିଲେ ବିଚାରପତି। ଯାହାକୁ ପାଳନ କରିବାକୁ ଯାଇ ଦୁଇ ଶିକ୍ଷକ ଦୋଷୀ ସାବ୍ୟସ୍ତ ଛାତ୍ରଙ୍କୁ ପିଟି ଥିଲେ। ଯାହାର ମାମଲା ଏବେ ଥାନାରେ ପହଞ୍ଚିଛି। ଏପରି ଘଟଣା ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ଅଞ୍ଚଳରେ ଘଟିଛି। ଗତକାଲି ଭାଲୁକପୋଷି ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ସମୟରେ ତୃତୀୟ ଶ୍ରେଣୀ ଛାତ୍ର ଖେଳୁଥିଲେ। ଏହି ସମୟରେ ସେ […]

student-court-sitting-in-school-of-nilgiri

Manoranjan Sial
  • Published: Saturday, 02 November 2019
  • Updated: 02 November 2019, 11:01 PM IST

Sports

Latest News

ନୀଳଗିରି(ବିଶ୍ୱମ୍ୱର ଦାସ): ସ୍କୁଲରେ ବସିଲା ଛାତ୍ର ଅଦାଲତ। ଆଇନ୍‌ଜୀବୀମାନେ ନିଜ ମହକିଲ୍‌ଙ୍କ ପାଇଁ ଯୁକ୍ତି ରଖିଲେ। ଆଉ ତା’ପରେ ରାୟ ରଖିଲେ ବିଚାରପତି। ଯାହାକୁ ପାଳନ କରିବାକୁ ଯାଇ ଦୁଇ ଶିକ୍ଷକ ଦୋଷୀ ସାବ୍ୟସ୍ତ ଛାତ୍ରଙ୍କୁ ପିଟି ଥିଲେ। ଯାହାର ମାମଲା ଏବେ ଥାନାରେ ପହଞ୍ଚିଛି। ଏପରି ଘଟଣା ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ଅଞ୍ଚଳରେ ଘଟିଛି।

ଗତକାଲି ଭାଲୁକପୋଷି ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ସମୟରେ ତୃତୀୟ ଶ୍ରେଣୀ ଛାତ୍ର ଖେଳୁଥିଲେ। ଏହି ସମୟରେ ସେ ଅସାବଧାନତା ଯୋଗୁଁ ଜଣେ ଛାତ୍ରୀଙ୍କ ଦେହରେ ବାଡ଼େଇ ହୋଇ ଯାଇଥିଲେ। ଏ ସମ୍ପର୍କରେ ଛାତ୍ରୀ ଜଣକ ଶିକ୍ଷକଙ୍କ ପାଖରେ ଅଭିଯୋଗ କରିଥିଲେ।

ଏହା ପରେ ଶ୍ରେଣୀ ଗୃହରେ ବସିଥିଲା ଛାତ୍ର ଅଦାଲତ। ଏଥିରେ ଜଣେ ଛାତ୍ର ବିଚାରପତି ଆସନରେ ବସିଥିବା ବେଳେ ଅନ୍ୟ ଦୁଇ ଛାତ୍ର ଆଇନ୍‌ଜୀବୀଙ୍କ ଭୂମିକାରେ ରହିଥିଲେ। ଉଭୟ ପକ୍ଷର ଆଇନ୍‌ଜୀବୀ ନିଜର ଯୁକ୍ତି ରଖିଥିଲେ। ଶେଷରେ ଛାତ୍ର ବିଚାରପତି ରାୟ ଦେଲେ ଯେ, ଛାତ୍ରୀଙ୍କ ଦେହରେ ବାଡ଼େଇ ହୋଇଥିବା ଛାତ୍ରଙ୍କୁ ଦଣ୍ଡ ଦିଆଯିବ।

ଆଉ ବିଚାରପତିଙ୍କ ରାୟକୁ ପାଳନ କରିଥିଲେ ଦୁଇ ଶିକ୍ଷକ ମହେଶ୍ୱର ସେଠୀ ଓ ରାଜେନ୍ଦ୍ର ସାରେ। ଛାତ୍ରଙ୍କୁ ପ୍ରବଳ ପିଟିଥିବା ଅଭିଯୋଗ ହୋଇଛି। ସ୍କୁଲ୍‌ ଛୁଟି ହେବା ପରେ ପିଲାମାନେ ଘରକୁ ଫେରି ଅଭିଭାବକଙ୍କୁ କହିଥିଲେ। ଏହା ପରେ ଅଭିଭାବକମାନେ ସ୍କୁଲକୁ ଯାଇ ଶିକ୍ଷକଙ୍କୁ ପଚାରିବାରୁ ସେମାନେ ଧମକ ଦେଇଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ଅଭିଭାବକମାନେ ବରହମପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ମାମଲାର ସମାଧାନ କରିବାକୁ ଚାହିଁଥିଲା। ମାତ୍ର ବର୍ତ୍ତମାନ ସୁଦ୍ଧା ସମାଧାନର ସୁତ୍ର ବାହାରି ପାରିନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story