ସମୁଦ୍ରରେ ବୁଡ଼ି ଗଲେ ଛାତ୍ର

କୋଣାର୍କ: ସମୁଦ୍ରରେ ବୁଡ଼ି ଆଜି ଜଣେ ଛାତ୍ରଙ୍କର ମୃତ୍ୟୁ ଘଟିଛି। ତାଙ୍କ ପ୍ରତୀକ ମହାପାତ୍ର। ତାଙ୍କ ଘର ଭୁବନେଶ୍ୱରରେ। ସେ ଏକ ଘରୋଇ ସ୍କୁଲ୍‌ରେ ଯୁକ୍ତ ଦୁଇରେ ପଢ଼ୁ ଥିଲେ। ସେ ଯୁକ୍ତ ଦୁଇର ଶେଷ ବର୍ଷର ଛାତ୍ର। ଅସ୍ତରଙ୍ଗ ଜାହାନିଆକୁ ସେ ଆଜି ସାଙ୍ଗମାନଙ୍କ ସହ ପିକ୍‌ନିକ୍ ପାଇଁ ଯାଇଥିଲେ। ସେଠାରେ ସମୁଦ୍ରରେ ଗାଧୋଉଥିବା ବେଳେ ସେ ବୁଡ଼ି ଯାଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଚାରିଛକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ତେବେ […]

sea

Rakesh Mallick
  • Published: Sunday, 17 December 2017
  • , Updated: 17 December 2017, 03:26 PM IST

କୋଣାର୍କ: ସମୁଦ୍ରରେ ବୁଡ଼ି ଆଜି ଜଣେ ଛାତ୍ରଙ୍କର ମୃତ୍ୟୁ ଘଟିଛି। ତାଙ୍କ ପ୍ରତୀକ ମହାପାତ୍ର। ତାଙ୍କ ଘର ଭୁବନେଶ୍ୱରରେ। ସେ ଏକ ଘରୋଇ ସ୍କୁଲ୍‌ରେ ଯୁକ୍ତ ଦୁଇରେ ପଢ଼ୁ ଥିଲେ। ସେ ଯୁକ୍ତ ଦୁଇର ଶେଷ ବର୍ଷର ଛାତ୍ର।

ଅସ୍ତରଙ୍ଗ ଜାହାନିଆକୁ ସେ ଆଜି ସାଙ୍ଗମାନଙ୍କ ସହ ପିକ୍‌ନିକ୍ ପାଇଁ ଯାଇଥିଲେ। ସେଠାରେ ସମୁଦ୍ରରେ ଗାଧୋଉଥିବା ବେଳେ ସେ ବୁଡ଼ି ଯାଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଚାରିଛକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ତେବେ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା।

Related story