ଛାତ୍ର ସଂସଦ ନିର୍ବାଚନ: ଆସନ୍ତାକାଲି ହ୍ୱାଏ ଆଇ ଷ୍ଟାଣ୍ଡ୍‌ ଫର୍‌ ମିଟିଂ

ଭୁବନେଶ୍ୱର: ଛାତ୍ର ସଂସଦ ନିର୍ବାଚନକୁ ନେଇ କଲେଜ ରାଜନୀତି ସରଗରମ ହୋଇଛି। ପ୍ରାର୍ଥୀମାନେ ନିଜ ସାଥୀ ଗହଣରେ କ୍ୟାମ୍ପେନିଂରେ ମାତିଛନ୍ତି। ଆସନ୍ତାକାଲି ‘ହ୍ୱାଏ ଆଇ ଷ୍ଟାଣ୍ଡ୍‌ ଫର୍‌ ମିଟିଂ’ ଅନୁଷ୍ଠିତ ହେବ। ମୁଁ କାହିଁକି ପ୍ରାର୍ଥୀ ହେଲି ସେ ନେଇ ଛାତ୍ରଛାତ୍ରୀଙ୍କୁ ନିଜ ଆଡକୁ ଆକର୍ଷିତ କରିବା ପାଇଁ ପ୍ରାର୍ଥୀମାନେ ଭାଷଣ ଦେବେ। ତା’ ପରଦିନ ଛାତ୍ର ସଂସଦ ନିର୍ବାଚନରେ ଆଶାୟୀ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ।

election

Rakesh Mallick
  • Published: Monday, 03 October 2016
  • , Updated: 03 October 2016, 09:47 AM IST

ଭୁବନେଶ୍ୱର: ଛାତ୍ର ସଂସଦ ନିର୍ବାଚନକୁ ନେଇ କଲେଜ ରାଜନୀତି ସରଗରମ ହୋଇଛି। ପ୍ରାର୍ଥୀମାନେ ନିଜ ସାଥୀ ଗହଣରେ କ୍ୟାମ୍ପେନିଂରେ ମାତିଛନ୍ତି। ଆସନ୍ତାକାଲି ‘ହ୍ୱାଏ ଆଇ ଷ୍ଟାଣ୍ଡ୍‌ ଫର୍‌ ମିଟିଂ’ ଅନୁଷ୍ଠିତ ହେବ। ମୁଁ କାହିଁକି ପ୍ରାର୍ଥୀ ହେଲି ସେ ନେଇ ଛାତ୍ରଛାତ୍ରୀଙ୍କୁ ନିଜ ଆଡକୁ ଆକର୍ଷିତ କରିବା ପାଇଁ ପ୍ରାର୍ଥୀମାନେ ଭାଷଣ ଦେବେ।

ତା’ ପରଦିନ ଛାତ୍ର ସଂସଦ ନିର୍ବାଚନରେ ଆଶାୟୀ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ।

Related story