ସ୍କୁଲରେ ବାଲି ବୋହୁଛନ୍ତି ଛାତ୍ରଛାତ୍ରୀ

ଯାଜପୁର(ଜନ୍ମେଜୟ ଦାଶ): ସ୍କୁଲରେ ବାଲି ବୋହୁଛନ୍ତି ଛାତ୍ରଛାତ୍ରୀ। ସ୍କୁଲ ପରିସରରୁ ଅନାବନା ଜଙ୍ଗଲ ସଫା କରିବା ଓ ପାଇଖାନା ସଫା କରିବା କାମ ବି କରୁଛନ୍ତି ଛାତ୍ରଛାତ୍ରୀ। କାମ କରିବା ବେଳେ ଜଣେ ଛାତ୍ରଙ୍କ ହାତରେ ଆଘାତ ମଧ୍ୟ ଲାଗିଛି। ଏହି ସମୟର ଭିଡିଓ ଦେଖାଇ ସ୍କୁଲର ପ୍ରଧାନଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଅଭିଯୋଗ କରିଛନ୍ତି ଅଭିଭାବକ। କୋରାଇ ବ୍ଳକ ପଛିକୋଟ ସରକାରୀ ଉଚ୍ଚ ବିଦ୍ୟାଳୟରେ ଏଭଳି ଘଟଣା ଘଟିଛି। ଅଭିଭାବକଙ୍କ ଅଭିଯୋଗ ପରେ ବ୍ଲକ ଶିକ୍ଷାଧିକାରୀ ଏହାର […]

School

School

Niranjan Mishra
  • Published: Wednesday, 24 August 2022
  • Updated: 24 August 2022, 03:34 PM IST

Sports

Latest News

ଯାଜପୁର(ଜନ୍ମେଜୟ ଦାଶ): ସ୍କୁଲରେ ବାଲି ବୋହୁଛନ୍ତି ଛାତ୍ରଛାତ୍ରୀ। ସ୍କୁଲ ପରିସରରୁ ଅନାବନା ଜଙ୍ଗଲ ସଫା କରିବା ଓ ପାଇଖାନା ସଫା କରିବା କାମ ବି କରୁଛନ୍ତି ଛାତ୍ରଛାତ୍ରୀ। କାମ କରିବା ବେଳେ ଜଣେ ଛାତ୍ରଙ୍କ ହାତରେ ଆଘାତ ମଧ୍ୟ ଲାଗିଛି। ଏହି ସମୟର ଭିଡିଓ ଦେଖାଇ ସ୍କୁଲର ପ୍ରଧାନଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଅଭିଯୋଗ କରିଛନ୍ତି ଅଭିଭାବକ। କୋରାଇ ବ୍ଳକ ପଛିକୋଟ ସରକାରୀ ଉଚ୍ଚ ବିଦ୍ୟାଳୟରେ ଏଭଳି ଘଟଣା ଘଟିଛି। ଅଭିଭାବକଙ୍କ ଅଭିଯୋଗ ପରେ ବ୍ଲକ ଶିକ୍ଷାଧିକାରୀ ଏହାର ତଦନ୍ତ କରିବାକୁ ମଧ୍ୟ ସ୍କୁଲରେ ପହଞ୍ଚି ଛନ୍ତି। ଦଣ୍ଡମୁକ୍ତ ଅଞ୍ଚଳରେ ଛାତ୍ରଛାତ୍ରୀଙ୍କୁ ଏଭଳି ଦଣ୍ଡ ଦିଆଯାଇଛି।

ଯାହା ଅଭିଭାବକ ମହଲରେ ଉଦ୍‌ବେଗର ବିଷୟ ହୋଇଛି। ଅଭିଭାବକମାନେ ଏଭଳି ଘଟଣାକୁ ପ୍ରତିବାଦ କରିବା ବେଳେ ପ୍ରଧାନଶିକ୍ଷୟିତ୍ରୀ ଦୁର୍ବ୍ୟବହାର କରୁଥିବା ଅଭିଯୋଗ ମଧ୍ୟ ଆସିଛି। ଏଭଳି ଘଟଣା ସରକାରୀ ସ୍କୁଲରେ ଶିକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସ୍କୁଲ ସଫେଇ ଓ ନିମର୍ମଣକାମରେ ସରକାରୀ ପାଣ୍ଠି ବିନିଯୋଗ ନ କରି ଛାତ୍ରଛାତ୍ରୀଙ୍କୁ ବ୍ୟବହାର କରାଯିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

[caption id="attachment_760432" align="alignnone" width="650"] ସ୍କୁଲ ପରିସରରେ ଅନାବନା ଜଙ୍ଗଲ ସଫା କରିବା କାମରେ ନିୟୋଜିତ ଛାତ୍ରଛାତ୍ରୀ‍, କାମ ନିରୀକ୍ଷଣ କାରୁଛନ୍ତି ଶିକ୍ଷକ ଶିକ୍ଷୟିତ୍ରୀ।[/caption]

ସୂଚନା ମୁତାବକ, ଏ ନେଇ ଅଭିଭାବକମାନେ ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ଜିଲ୍ଲାପାଳ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ଘଟଣାର ତଦନ୍ତ କରିଛନ୍ତି କୋରେଇ ବ୍ଲକ ଶିକ୍ଷାଧିକାରୀ ସୁଦର୍ଶନ ମଲ୍ଲିକ ।

ଶ୍ରୀ ମଲ୍ଲିକ କହିଛନ୍ତି, ନିର୍ଦ୍ଦେଶ ମୁତାବକ ସେ ସ୍କୁଲରେ ପହଞ୍ଚି ସମସ୍ତ ଅଭିଯୋଗର ସତ୍ୟାସତ୍ୟ ଜାଣିବା ନିମନ୍ତେ ପ୍ରତ୍ୟେକ ଶିକ୍ଷକଙ୍କ ଠାରୁ ଲିଖିତ ଷ୍ଟେଟମେଣ୍ଟ ନେଇଛନ୍ତି। ଛାତ୍ରଛାତ୍ରୀମାନଙ୍କୁ ସ୍କୁଲ ବଗିଚା ସଫା କରିବା, ପାଇଖାନା ସଫା କରିବା, ସରକାରୀ ଟଙ୍କା ଆତ୍ମସାତ୍ କରିବା ଇତ୍ୟାଦି ନେଇ ଅଭିଯୋଗ ଆସିଛି। ଏହି ଘଟଣାରେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ଠାରୁ ମଧ୍ୟ ଷ୍ଟେଟମେଣ୍ଟ ନିଆଯିବ। ଏହା ପରେ ସେ ଉପରିସ୍ଥ ଅଧିକାରୀଙ୍କୁ ଏ ସମ୍ପର୍କରେ ରିପୋର୍ଟ ପ୍ରସ୍ତୁତ କରି ଦେବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story