“ସ୍ୱାସ୍ଥ୍ୟମନ୍ତ୍ରୀ ଅତିଥି ହେଲେ ଆତ୍ମହତ୍ୟା କରିବି”
କଟକ( ଓଡ଼ିଶା ରିପୋର୍ଟର): କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ୍ ଅସୁରେଶ୍ୱର ସୁଭଦ୍ରା ମହତାବ କଲେଜରେ ଅଭାବନୀୟ ସ୍ଥିତି ଦେଖିବାକୁ ମିଳିଛି। ଛାତ୍ର ସଂସଦର ବାର୍ଷିକ ଉତ୍ସବରେ ସ୍ୱାସ୍ଥ୍ୟ ଓ ଆଇନ ମନ୍ତ୍ରୀ ପ୍ରତାପ ଜେନା ଅତିଥି ହେବାକୁ ନେଇ ବିବାଦ ଦେଖାଦେଇଛି। ମନ୍ତ୍ରୀ ପ୍ରତାପ ଜେନା ଏହି ଉତ୍ସବରେ ଯୋଗଦେଲେ ଆତ୍ମହତ୍ୟା କରିବି ଓ ଏଥିପାଇଁ କଲେଜ କର୍ତ୍ତୃପକ୍ଷ ଦାୟୀ ରହିବେ ବୋଲି ଛାତ୍ର ନେତା ଅଚ୍ୟୁତାନନ୍ଦ ଲେଙ୍କା ଧମକ ଦେଇଛନ୍ତି। ଏନେଇ କଲେଜ ଅଧ୍ୟକ୍ଷ, କଟକ ଜିଲ୍ଲାପାଳ, ପୋଲିସ ଡିଜି ଓ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ଲିଖିତ ଭାବେ ଜଣାଇଥିବା ସେ କହିଛନ୍ତି। ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀଙ୍କୁ ଅତିଥି କରିବାକୁ ବାଧ୍ୟ କରାଯାଉଛି ଏବଂ ସ୍ଥାନୀୟ ବିଜେଡି କର୍ମୀ ଅନାଧିକାର ପ୍ରବେଶ କରି ଚାପ ପକାଉଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।
https://www.youtube.com/watch?v=nr4K9IuphUI
Ordigital Desk
  • Published: Sunday, 14 January 2018
  • Updated: 14 January 2018, 10:34 AM IST
https://www.youtube.com/watch?v=nr4K9IuphUI
telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Trending
Photos
Videos