ନୀତି ବିଭ୍ରାଟ ଲାଗି ନିଲମ୍ବିତ ହେଲେ ସୁଆର ସେବକ

<p>ପୁରୀ (ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ନୀତିରେ ତ୍ରୁଟି ପାଇଁ ସୁଆର ସେବକ ଗଦାଧର ଦୀକ୍ଷିତଙ୍କୁ ନିଲମ୍ବିତ କରାଯାଇଛି। ଶ୍ରୀମନ୍ଦିର ପ୍ରଶାସନ କମାଣ୍ଡର ଓ ସୁପର ଭାଇଜରଙ୍କ ତଦନ୍ତ ରିପୋର୍ଟ ଭିତ୍ତିରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।</p> <p>ପୂର୍ବରୁ ଗଦାଧରଙ୍କୁ ସୁଆର ନିଯୋଗ ସେବାରୁ ନିଲମ୍ବନ କରିଥିଲା।&nbsp; ଗୁରୁବାର ଅମୁଣିଆ ଡାଲିହାଣ୍ଡି ବିକ୍ରି ଅଭିଯୋଗରେ &nbsp;ତାଙ୍କୁ ନିଲମ୍ବନ କରାଯାଇଥିଲା।</p>

Ordigital Desk
  • Published: Wednesday, 10 January 2018
  • Updated: 10 January 2018, 09:47 AM IST

Sports

Latest News

<p>ପୁରୀ (ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ନୀତିରେ ତ୍ରୁଟି ପାଇଁ ସୁଆର ସେବକ ଗଦାଧର ଦୀକ୍ଷିତଙ୍କୁ ନିଲମ୍ବିତ କରାଯାଇଛି। ଶ୍ରୀମନ୍ଦିର ପ୍ରଶାସନ କମାଣ୍ଡର ଓ ସୁପର ଭାଇଜରଙ୍କ ତଦନ୍ତ ରିପୋର୍ଟ ଭିତ୍ତିରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।</p><p>ପୂର୍ବରୁ ଗଦାଧରଙ୍କୁ ସୁଆର ନିଯୋଗ ସେବାରୁ ନିଲମ୍ବନ କରିଥିଲା।&nbsp; ଗୁରୁବାର ଅମୁଣିଆ ଡାଲିହାଣ୍ଡି ବିକ୍ରି ଅଭିଯୋଗରେ &nbsp;ତାଙ୍କୁ ନିଲମ୍ବନ କରାଯାଇଥିଲା।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos