କୋଟି କୋଟି ଟଙ୍କା ନେଇ ପଳାଇବାକୁ ବାହାରିଥିଲେ ସୁବାସ, ଧରାପଡ଼ିଗଲେ

ଭୁବନେଶ୍ୱର(‘ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ଚାକିରି କରାଇ ଦେବାର ପ୍ରଲୋଭନ ଦେଖାଇ ଜଣେ ବ୍ୟକ୍ତି କୋଟି କୋଟି ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ତେବେ ଟଙ୍କା ନେଇ ଖସି ପଳାଇବା ପୂର୍ବରୁ ସେ ଧରାପଡ଼ି ଯାଇଛନ୍ତି। ଯେଉଁ ଯୁବକ, ଯୁବତୀମାନେ ଚାକିରି ପାଇଁ ତାଙ୍କୁ ଟଙ୍କା ଦେଇଥିଲେ, ସେହିମାନେ ହିଁ ତାଙ୍କୁ ଧରି ପୁଲିସ୍ ଜିମାରେ ଦେଇଛନ୍ତି। ଏହି ବ୍ୟକ୍ତିଙ୍କ ନାଁ ସୁବାସ ନାୟକ। ଭୁବନେଶ୍ୱରର ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟରେ ଚାକିରି କରାଇଦେବେ […]

police

police

Jitendra Garnayak
  • Published: Thursday, 28 February 2019
  • Updated: 28 February 2019, 09:09 AM IST

Sports

Latest News

ଭୁବନେଶ୍ୱର(‘ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ଚାକିରି କରାଇ ଦେବାର ପ୍ରଲୋଭନ ଦେଖାଇ ଜଣେ ବ୍ୟକ୍ତି କୋଟି କୋଟି ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ତେବେ ଟଙ୍କା ନେଇ ଖସି ପଳାଇବା ପୂର୍ବରୁ ସେ ଧରାପଡ଼ି ଯାଇଛନ୍ତି। ଯେଉଁ ଯୁବକ, ଯୁବତୀମାନେ ଚାକିରି ପାଇଁ ତାଙ୍କୁ ଟଙ୍କା ଦେଇଥିଲେ, ସେହିମାନେ ହିଁ ତାଙ୍କୁ ଧରି ପୁଲିସ୍ ଜିମାରେ ଦେଇଛନ୍ତି। ଏହି ବ୍ୟକ୍ତିଙ୍କ ନାଁ ସୁବାସ ନାୟକ।

ଭୁବନେଶ୍ୱରର ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟରେ ଚାକିରି କରାଇଦେବେ ବୋଲି ସୁବାସ ଏହି ଯୁବକ, ଯୁବତୀଙ୍କ ଠାରୁ କୋଟି କୋଟି ଟଙ୍କା ନେଇଥିଲେ। ତେବେ ଏହି ଯୁବକ, ଯୁବତୀମାନେ ଠକାମୀରେ ପଡ଼ିଥିବା ଅନୁଭବ କରିବା ପରେ ସୁବାସଙ୍କୁ ଧରି ଚନ୍ଦ୍ରଶେଖରପୁର ପୁଲିସ୍ ଜିମାରେ ଦେଇଥିଲେ।

ଠକାମୀର ଶିକାର ହୋଇଥିବା ଜଣେ ଯୁବତୀ କହିଛନ୍ତି,“ବିଏମ୍‌ସିରେ ଚାକିରି କରାଇଦେବାକୁ କହି ସୁବାସ ମୋ ପାଖରୁ ଲକ୍ଷେ ଟଙ୍କା ନେଇଥିଲେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story