‘ଘରକୁ ପୋକରା ବାଇଗଣ ନିଅନ୍ତୁ, କିନ୍ତୁ କରୋନା ଜୀବାଣୁ ନିଅନ୍ତୁନି’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପରିବା ଦୋକାନରୁ ଘରକୁ ପୋକରା ବାଇଗଣ ପଛେ ନିଅନ୍ତୁ। କିନ୍ତୁ ଜୀବାଣୁ ନେଇ ପୂରା ପରିବାରକୁ ଅସୁବିଧାରେ ପକାନ୍ତୁ ନାହିଁ। ପରିବା କିଣିବାକୁ ଯାଉଥିବା ଲୋକଙ୍କୁ ଆଜି ଏଭଳି ପରାମର୍ଶ ଦେଇଛନ୍ତି ରାଜ୍ୟ ସରକାରଙ୍କ କୋଭିଡ୍‌-୧୯ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚୀ। ଅରୁନ୍ଧତୀ ବେଜ୍‌ ନାମକ ଜଣେ ମହିଳାଙ୍କ ପ୍ରଶ୍ନରେ ଏପରି ଉତ୍ତର ରଖିଛନ୍ତି ଶ୍ରୀ ବାଗ୍‌ଚୀ। ଶ୍ରୀମତୀ ବେଜଙ୍କ ପ୍ରଶ୍ନର ଉତ୍ତର ଗଣମାଧ୍ୟମକୁ ଦେବାକୁ ଯାଇ ଶ୍ରୀ ବାଗ୍‌ଚୀ କହିଛନ୍ତି, ‘କରୋନା’ ପାଇଁ […]

brangels

brangels

Manoranjan Sial
  • Published: Friday, 10 April 2020
  • Updated: 10 April 2020, 06:44 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପରିବା ଦୋକାନରୁ ଘରକୁ ପୋକରା ବାଇଗଣ ପଛେ ନିଅନ୍ତୁ। କିନ୍ତୁ ଜୀବାଣୁ ନେଇ ପୂରା ପରିବାରକୁ ଅସୁବିଧାରେ ପକାନ୍ତୁ ନାହିଁ। ପରିବା କିଣିବାକୁ ଯାଉଥିବା ଲୋକଙ୍କୁ ଆଜି ଏଭଳି ପରାମର୍ଶ ଦେଇଛନ୍ତି ରାଜ୍ୟ ସରକାରଙ୍କ କୋଭିଡ୍‌-୧୯ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚୀ। ଅରୁନ୍ଧତୀ ବେଜ୍‌ ନାମକ ଜଣେ ମହିଳାଙ୍କ ପ୍ରଶ୍ନରେ ଏପରି ଉତ୍ତର ରଖିଛନ୍ତି ଶ୍ରୀ ବାଗ୍‌ଚୀ।

ଶ୍ରୀମତୀ ବେଜଙ୍କ ପ୍ରଶ୍ନର ଉତ୍ତର ଗଣମାଧ୍ୟମକୁ ଦେବାକୁ ଯାଇ ଶ୍ରୀ ବାଗ୍‌ଚୀ କହିଛନ୍ତି, ‘କରୋନା’ ପାଇଁ ଆଜିକାଲି ବଜାରରେ ଲୋକମାନେ ସାମାଜିକ ଦୂରତା ବଜୟ ରଖୁଛନ୍ତି। ହେଲେ ଗୋଟିଏ ପୁରୁଣା ଅଭ୍ୟାସ ଛାଡ଼ି ପାରୁନାହାନ୍ତି। ଦୋକାନରେ କିଲେ ଆଳୁ ବା ଅଧକିଲୋ ବାଇଗଣ ନେବା ପାଇଁ ପୂରା ପରିବା ଗଦାକୁ ଘାଣ୍ଟୁଛନ୍ତି। ଆଉ ଗୋଟି ଗୋଟି କରି ପରିବା ବାଛୁଛନ୍ତି। ଗୋଟିଏ ବାଇଗଣ ନେବା ଆଗରେ ୫ରୁ ୬ଟି ବାଇଗଣକୁ ଚିପି ଦେଖୁଛନ୍ତି। ବର୍ତ୍ତମାନ ପରିସ୍ଥିତିରେ ଆମେ ଯଦି ପରିବା ଦୋକାନରେ ପରିବା ଘାଣ୍ଟିବା, ତାହାହେଲେ ‘କରୋନା’ ଭାଇରସ୍‌ରେ ଆକ୍ରାନ୍ତ ହେବାର ଆଶଙ୍କା କେତେ ବଢ଼ିଯିବ, ତାହା ଭାବିବାର କଥା ବୋଲି ଶ୍ରୀ ବାଗ୍‌ଚୀ କହିଛନ୍ତି।

ସେ ଆହୁରି କହିଛନ୍ତି, ମୋର ଗୋଟିଏ ଅନୁରୋଧ, ଘରକୁ ପୋକରା ବାଇଗଣ ପଛେ ନିଅନ୍ତୁ, କିନ୍ତୁ ଭୂତାଣୁକୁ ନିଅନ୍ତୁ ନାହିଁ। ଏବେଠାରୁ ପରିବା କିଣିବାକୁ ଗଲା ବେଳେ ସାମାଜିକ ଦୂରତ୍ୱ ଅବଲମ୍ୱନ କରନ୍ତୁ। ପରିବା ବିକାଳି ଭାଇ ବା ଭଉଣୀଙ୍କୁ ସମ୍ମାନ ଦିଅନ୍ତୁ। ତାଙ୍କୁ ପରିବା ବାଛି ଦେବାକୁ କୁହନ୍ତୁ। ଘରକୁ ନେବା ପରେ ପଛେ ବାଇଗଣରୁ ପୋକରା ସ୍ଥାନକୁ କାଟି ଫିଙ୍ଗି ଦେବେ କିନ୍ତୁ ଭୂତାଣୁ ନେଇ ସାରା ପରିବାରକୁ ସଙ୍କଟରେ ନପକାନ୍ତୁ ବୋଲି ବାଗ୍‌ଚୀ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story