ସୂଚନା କମିଶନର ନିଯୁକ୍ତି ନେଇ ବୈଠକ

ଭୁବନେଶ୍ୱର: ରାଜ୍ୟ ସୂଚନା କମିଶନର ନିଯୁକ୍ତି ନେଇ ଆଜି ସଚିବାଳୟଠାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିରୋଧୀ ଦଳ ନେତା ନରସିଂହ ମିଶ୍ର ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ ଆରୁଖ ଉପସ୍ଥିତ ଥିଲେ। ତେବେ ଆଜିର ଏହି ବୈଠକରେ ଏନେଇ କୌଣସି ନିଷ୍ପତ୍ତି ହୋଇପାରିନାହିଁ  ପୁଣି ଏହି ବୈଠକ ବସିବ ଓ ସେଥିରେ  ନିଷ୍ପତ୍ତି ନିଆଯିବ।

secretariat

Rakesh Mallick
  • Published: Saturday, 02 May 2015
  • , Updated: 02 May 2015, 01:44 PM IST

Related story