ବାଥ୍‌ରୁମ୍‌ରୁ ପ୍ରଫେସର,ବେଡରୁମରୁ ପତ୍ନୀଙ୍କ ମୃତଦେହ ମିଳିବା ଘଟଣା: ଆସିଲା ସୁଇସାଇଡ୍‌ ନୋଟ୍

ରାଉରକେଲା (ଓଡ଼ିଶା ରିପୋର୍ଟର): ରାଉରକେଲାରେ ଚାଞ୍ଚଲ୍ୟ । NIT କ୍ୱାଟର୍ସରୁ ଉଦ୍ଧାର ହୋଇଛି ଜଣେ ସହକାରୀ ପ୍ରଫେସର ଓ ତାଙ୍କ ପତ୍ନୀଙ୍କ ମୃତଦେହ।  ମୃତକ ହେଲେ ଆ.ର୍ ଜୟ.ବାଲାନ ଓ ତାଙ୍କ ପତ୍ନୀ ମାଳିନୀ କେଶବନ୍ । ବାଥ୍‌ରୁମରେ ସ୍ୱାମୀର ମୃତଦେହ ପଡ଼ିଥିବା ବେଳେ ବେଡ୍‌ରୁମ୍‌ରେ ପଡ଼ିଥିଲା ପତ୍ନୀଙ୍କ ମୃତଦେହ। ସୂଚନା ଅନୁସାରେ ୨ ଦିନ ହେଲା ସେମାନଙ୍କ ଘର, ଭିତର ପଟୁ ବନ୍ଦ ଥିଲା । ସନ୍ଦେହ ହେବାରୁ ଏନେଇ ପୁଲିସକୁ ଖବର ଦିଆଯାଇଥିଲା । […]

v-98

v-98

Tapas Behera
  • Published: Saturday, 17 August 2019
  • Updated: 17 August 2019, 02:45 PM IST

Sports

Latest News

ରାଉରକେଲା (ଓଡ଼ିଶା ରିପୋର୍ଟର): ରାଉରକେଲାରେ ଚାଞ୍ଚଲ୍ୟ । NIT କ୍ୱାଟର୍ସରୁ ଉଦ୍ଧାର ହୋଇଛି ଜଣେ ସହକାରୀ ପ୍ରଫେସର ଓ ତାଙ୍କ ପତ୍ନୀଙ୍କ ମୃତଦେହ।  ମୃତକ ହେଲେ ଆ.ର୍ ଜୟ.ବାଲାନ ଓ ତାଙ୍କ ପତ୍ନୀ ମାଳିନୀ କେଶବନ୍ । ବାଥ୍‌ରୁମରେ ସ୍ୱାମୀର ମୃତଦେହ ପଡ଼ିଥିବା ବେଳେ ବେଡ୍‌ରୁମ୍‌ରେ ପଡ଼ିଥିଲା ପତ୍ନୀଙ୍କ ମୃତଦେହ। ସୂଚନା ଅନୁସାରେ ୨ ଦିନ ହେଲା ସେମାନଙ୍କ ଘର, ଭିତର ପଟୁ ବନ୍ଦ ଥିଲା । ସନ୍ଦେହ ହେବାରୁ ଏନେଇ ପୁଲିସକୁ ଖବର ଦିଆଯାଇଥିଲା । ପୁଲିସ ଆସି କବାଟ ଭାଙ୍ଗି ଘରେ ପଶିବା ପରେ ଦୁଇ ମୃତଦେହ ଉଦ୍ଧାର ହୋଇଛି  ।

ଘଟଣାସ୍ଥଳରେ ସାଇଣ୍ଟିଫିକ୍‌ ଟିମ ପହଞ୍ଚି  ତଦନ୍ତ କରୁଛି । ନିଜେ ଏସ୍‌ପି ସାର୍ଥକ ଷଡ଼ଙ୍ଗୀ ମଧ୍ୟ ଆସିଛନ୍ତି।  ସାଇଣ୍ଟିଫିକ୍ ଟିମ୍ ତଦନ୍ତ କରୁଥିବା ବେଳେ ଘରୁ ମିଳିଛି ୪ ପୃଷ୍ଠାର ସୁଇସାଇଡ୍ ନୋଟ୍ । ବିଷକ୍ରିୟାରେ ଉଭୟଙ୍କ ମୃତ୍ୟୁ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ସହକାରୀ ପ୍ରଫେସର ଆର୍ ଜୟବାଲାନ ୮ ବର୍ଷ ହେଲା NIT ରେ ଚାକିରି କରୁଥିଲେ।  ତାଙ୍କ ଘର ହେଉଛି ତାମିଲନାଡୁରେ।

ବାଲାନ ଲାଇଫ୍ ସାଇନ୍ସର ସହକାରୀ ପ୍ରଫେସର ଥିଲେ । ଯାହା ସୂଚନା ମିଳିଛି, ସ୍ୱାମୀ-ସ୍ତ୍ରୀଙ୍କ ହାବଭାବରେ ସେମିତି କିଛି ଅସ୍ୱାଭାବିକତା ନ ଥିଲା। କେଉଁ କାରଣରୁ ଉଭୟଙ୍କ ମୃତ୍ୟୁ ହୋଇଛି, ତାକୁ ନେଇ ଏକ ପ୍ରକାର ଚାଞ୍ଚଲ୍ୟ ଖେଳି ଯାଇଛି । NIT ରାଉରକେଲାର ରେଜିଷ୍ଟ୍ରାର୍ କହିଛନ୍ତି, ଜୟବାଲାନଙ୍କ ପରିବାରକୁ ଡକାଯାଇଛି।  ଆସନ୍ତାକାଲି ସେମାନ ପହଞ୍ଚିବେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story