ମାରିଦେଲା ରଂ ନମ୍ବର: ପ୍ରେମିକ କଲେ ବ୍ଲାକମେଲିଂ, ଆତ୍ମହତ୍ୟା କଲେ ଯୁବତୀ  

<p>କେନ୍ଦ୍ରାପଡ଼ା: ରଙ୍ଗ୍ ନମ୍ବରରୁ ପରିଚୟ। ତା&rsquo;ପରେ ପ୍ରେମ ଓ ଶେଷରେ ଆତ୍ମହତ୍ୟା। କେନ୍ଦ୍ରାପଡ଼ା ମହାକାଳପଡ଼ା ବିଜୟନଗର ଗାଁରେ ଘଟିଛି ଏପରି ଅଭାବନୀୟ ଘଟଣା। ଯୁବତୀ ଜଣଙ୍କ ବାହା ହେବା ଲାଗି ମନା କରିଦେବା ପରେ ହତାଶ ପ୍ରେମିକ ଫେସବୁକ୍&zwnj;ରେ ଫେକ୍ ଆଇଡି ଖୋଲି ଫଟୋ ଭାଇରାଲ କରିବା ସହ ଲିଫ୍ଲେଟ୍ ଛପାଇ ଗାଁରେ ପକାଇଥିଲେ। &nbsp;ଏଥିରେ ମର୍ମାହତ ହୋଇ ଯୁବତୀ ଜଣଙ୍କ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।</p>

Ordigital Desk
  • Published: Tuesday, 07 November 2017
  • Updated: 07 November 2017, 08:58 PM IST

Sports

Latest News

<p>କେନ୍ଦ୍ରାପଡ଼ା: ରଙ୍ଗ୍ ନମ୍ବରରୁ ପରିଚୟ। ତା&rsquo;ପରେ ପ୍ରେମ ଓ ଶେଷରେ ଆତ୍ମହତ୍ୟା। କେନ୍ଦ୍ରାପଡ଼ା ମହାକାଳପଡ଼ା ବିଜୟନଗର ଗାଁରେ ଘଟିଛି ଏପରି ଅଭାବନୀୟ ଘଟଣା। ଯୁବତୀ ଜଣଙ୍କ ବାହା ହେବା ଲାଗି ମନା କରିଦେବା ପରେ ହତାଶ ପ୍ରେମିକ ଫେସବୁକ୍&zwnj;ରେ ଫେକ୍ ଆଇଡି ଖୋଲି ଫଟୋ ଭାଇରାଲ କରିବା ସହ ଲିଫ୍ଲେଟ୍ ଛପାଇ ଗାଁରେ ପକାଇଥିଲେ। &nbsp;ଏଥିରେ ମର୍ମାହତ ହୋଇ ଯୁବତୀ ଜଣଙ୍କ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos