ବାଲୁକା କଳାରେ ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଇଲେ ସୁଦର୍ଶନ

ପୁରୀ: ଆଜି ୭୧ ତମ ସ୍ୱାଧୀନତା ଦିବସ। ଏହି ଅବସରରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ବାଳୁକା କଳା ତିଆରି କରିଛନ୍ତି। ବାଲୁକା କଳା ମାଧ୍ୟମରେ ସେ ଶାନ୍ତିର ବାର୍ତ୍ତା ପ୍ରଦାନ କରିଛନ୍ତି। ଏଥିରେ ଜୟ ଜୱାନ୍‌, ଜୟ କିଶାନ୍ ଓ ଜୟ ବିଜ୍ଞାନ ଲେଖା ଯାଇଛି। ବେଳାଭୂମିକୁ ଆସିଥିବା ପର୍ଯ୍ୟଟକ ବାଲୁକା କଳାକୁ ମନଭରି ଉପଭୋଗ କରୁଛନ୍ତି।

puri

Rakesh Mallick
  • Published: Tuesday, 15 August 2017
  • , Updated: 15 August 2017, 09:44 PM IST

Related story