ବାଲୁକା କଳାରେ ବିରାଟଙ୍କ ଟିମ୍‌କୁ ଶୁଭେଚ୍ଛା

ପୁରୀ(ମଧୁସୂଦନ ମିଶ୍ର): ଆଜି ବିଶ୍ୱକପ୍ କ୍ରିକେଟରେ ଦୁଇ ପାରମ୍ପରିକ ପ୍ରତିନ୍ଦ୍ୱନ୍ଦ୍ୱୀ ଭାରତ-ପାକିସ୍ତାନ ମଧ୍ୟରେ ଲଢ଼େଇ ହେବ। ଅପରାହ୍ଣ ୩ଟାରେ ଇଂଲଣ୍ଡର ମଞ୍ଚେଷ୍ଟରରେ ଏହି ହାଇଭୋଲଟେଜ୍‌ ମ୍ୟାଚ୍‌ ଖେଳାଯିବ। ଏହି ଅବସରରେ ପୁରୀ ବେଳାଭୂମିରେ ବାଲୁକା କଳା ମାଧ୍ୟମରେ କୋହଲି ବ୍ରିଗେଡ୍‌ଙ୍କୁ ଆନ୍ତର୍ଜାତିକ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି। ବାଲୁକାକଳାରେ ସେ ଏକ ବିରାଟକାୟ ବ୍ୟାଟ୍ ଏବଂ ବିଶ୍ୱକପ୍‌ର ପ୍ରତିକୃତି ତିଆରି କରିଛନ୍ତି। ପ୍ରାୟ ୩ ଟନ୍‌ ବାଲି ବ୍ୟବହାର କରି ସେ ଏହାକୁ ପ୍ରସ୍ତୁତ କରିଛନ୍ତି।

puri

Jitendra Garnayak
  • Published: Sunday, 16 June 2019
  • , Updated: 16 June 2019, 09:22 AM IST

ପୁରୀ(ମଧୁସୂଦନ ମିଶ୍ର): ଆଜି ବିଶ୍ୱକପ୍ କ୍ରିକେଟରେ ଦୁଇ ପାରମ୍ପରିକ ପ୍ରତିନ୍ଦ୍ୱନ୍ଦ୍ୱୀ ଭାରତ-ପାକିସ୍ତାନ ମଧ୍ୟରେ ଲଢ଼େଇ ହେବ। ଅପରାହ୍ଣ ୩ଟାରେ ଇଂଲଣ୍ଡର ମଞ୍ଚେଷ୍ଟରରେ ଏହି ହାଇଭୋଲଟେଜ୍‌ ମ୍ୟାଚ୍‌ ଖେଳାଯିବ। ଏହି ଅବସରରେ ପୁରୀ ବେଳାଭୂମିରେ ବାଲୁକା କଳା ମାଧ୍ୟମରେ କୋହଲି ବ୍ରିଗେଡ୍‌ଙ୍କୁ ଆନ୍ତର୍ଜାତିକ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି।

ବାଲୁକାକଳାରେ ସେ ଏକ ବିରାଟକାୟ ବ୍ୟାଟ୍ ଏବଂ ବିଶ୍ୱକପ୍‌ର ପ୍ରତିକୃତି ତିଆରି କରିଛନ୍ତି। ପ୍ରାୟ ୩ ଟନ୍‌ ବାଲି ବ୍ୟବହାର କରି ସେ ଏହାକୁ ପ୍ରସ୍ତୁତ କରିଛନ୍ତି।

Related story