ବାଲୁକା କଳା ମାଧ୍ୟମରେ ଭାରତୀୟ ବାୟୁସେନାକୁ ସଲାମ୍‌

ପୁରୀ(ମଧୁସୂଦନ ମିଶ୍ର): ବାଲାକୋଟ୍‌ରେ ପୁଲଓ୍ୱାମା ଆକ୍ରମଣର ପ୍ରତିଶୋଧ ନେଇଛି ଭାରତୀୟ ବାୟୁସେନା। ପାକିସ୍ତାନ ଭିତରେ ପଶି ଆତଙ୍କବାଦୀ ସଂଗଠନ ‘ଜୈଶ-ଇ-ମହମ୍ମଦ’ର ଶିବିର ଧ୍ୱଂସ କରିଛି ବାୟୁସେନା। ଏଥିରେ ସଂଗଠନର ଅନେକ ବଡ଼ ବଡ଼ କମାଣ୍ଡରଙ୍କ ସମେତ ପ୍ରାୟ ୩୫୦ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ରହିଛି। ଏହି ପ୍ରତିଶୋଧ ପରେ ସାରା ଭାରତ ଉଲ୍ଲାସିତ ହୋଇଛି। ଦେଶବାସୀ ବାୟୁସେନାକୁ ପ୍ରଶଂସା କରିଛନ୍ତି। ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ବି ଏଥିରୁ ବାଦ୍ ପଡ଼ି ନାହାନ୍ତି। ସେ […]

sandart

sandart

Jitendra Garnayak
  • Published: Wednesday, 27 February 2019
  • Updated: 27 February 2019, 08:08 AM IST

Sports

Latest News

ପୁରୀ(ମଧୁସୂଦନ ମିଶ୍ର): ବାଲାକୋଟ୍‌ରେ ପୁଲଓ୍ୱାମା ଆକ୍ରମଣର ପ୍ରତିଶୋଧ ନେଇଛି ଭାରତୀୟ ବାୟୁସେନା। ପାକିସ୍ତାନ ଭିତରେ ପଶି ଆତଙ୍କବାଦୀ ସଂଗଠନ ‘ଜୈଶ-ଇ-ମହମ୍ମଦ’ର ଶିବିର ଧ୍ୱଂସ କରିଛି ବାୟୁସେନା। ଏଥିରେ ସଂଗଠନର ଅନେକ ବଡ଼ ବଡ଼ କମାଣ୍ଡରଙ୍କ ସମେତ ପ୍ରାୟ ୩୫୦ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ରହିଛି।

ଏହି ପ୍ରତିଶୋଧ ପରେ ସାରା ଭାରତ ଉଲ୍ଲାସିତ ହୋଇଛି। ଦେଶବାସୀ ବାୟୁସେନାକୁ ପ୍ରଶଂସା କରିଛନ୍ତି। ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ବି ଏଥିରୁ ବାଦ୍ ପଡ଼ି ନାହାନ୍ତି। ସେ ନିଆରା ଢଙ୍ଗରେ ଭାରତୀୟ ବାୟୁସେନାକୁ ସଲାମ୍ ଜଣାଇଛନ୍ତି। ସେ ପୁରୀ ବେଳାଭୂମିରେ ବାଲୁକା କଳା ମାଧ୍ୟମରେ ଭାରତୀୟ ବାୟୁସେନାକୁ ସାଲ୍ୟୁଟ୍ କରିଛନ୍ତି।

ସୂଚନାଯୋଗ୍ୟ, ଜମ୍ମୁ-କଶ୍ମୀରର ପୁଲୱାମାରେ ‘ଜୈଶ-ଇ-ମହମ୍ମଦ’ ଦ୍ୱାରା ନିୟୋଜିତ ଆତଙ୍କବାଦୀଙ୍କ ଆତ୍ମଘାତୀ ଆକ୍ରମଣରେ ୪୦ ଜଣ ସିଆର୍‌ପିଏଫ୍ ଯବାନ ସହିଦ ହୋଇଥିଲେ। ଏହା ପରେ ସାରା ଦେଶ ପ୍ରତିଶୋଧ ଚାହିଁଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story