ତୁରନ୍ତ ଗଜଭିୟେଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ହେଲେ ସ୍ୱାଧୀନତା ଦିବସ ବର୍ଜନ: ହାଇକୋର୍ଟ ବାର ଆସୋସିଏଶନ

କଟକ: ସାରଥି ବିବାଦରେ ଫସିଥିବା କେନ୍ଦ୍ରାପଡାର ପୂର୍ବତନ ଏସପି ଗଜଭିୟେଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ କାର୍ଯ୍ୟବନ୍ଦ ଆନ୍ଦୋଳନ ଚଳାଇଥିବା ହାଇକୋର୍ଟ ବାର୍ ଆସୋସିଏଶନ୍ ଆଭିମୁଖ୍ୟ କଡ଼ା କରିଛି। ଆସନ୍ତା ଶୁକ୍ରବାର ସୁଦ୍ଧା ଗଜଭିୟେଙ୍କ ବିରୋଧରେ ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ କଟକର ସମସ୍ତ ଆଇନଜୀବୀ ସ୍ୱାଧୀନତା ଦିବସ ପାଳନ ବର୍ଜନ କରିବ ବୋଲି ସଂଘ ସଭାପତି କହିଛନ୍ତି। ଏ ନେଇ ହାଇକୋର୍ଟ ବାର୍ ସାଧାରଣ ପରିଷଦ ବୈଠକର ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏପରି କି […]

highcourt

highcourt

Rakesh Mallick
  • Published: Wednesday, 12 August 2015
  • Updated: 12 August 2015, 04:23 PM IST

କଟକ: ସାରଥି ବିବାଦରେ ଫସିଥିବା କେନ୍ଦ୍ରାପଡାର ପୂର୍ବତନ ଏସପି ଗଜଭିୟେଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ କାର୍ଯ୍ୟବନ୍ଦ ଆନ୍ଦୋଳନ ଚଳାଇଥିବା ହାଇକୋର୍ଟ ବାର୍ ଆସୋସିଏଶନ୍ ଆଭିମୁଖ୍ୟ କଡ଼ା କରିଛି। ଆସନ୍ତା ଶୁକ୍ରବାର ସୁଦ୍ଧା ଗଜଭିୟେଙ୍କ ବିରୋଧରେ ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ କଟକର ସମସ୍ତ ଆଇନଜୀବୀ ସ୍ୱାଧୀନତା ଦିବସ ପାଳନ ବର୍ଜନ କରିବ ବୋଲି ସଂଘ ସଭାପତି କହିଛନ୍ତି। ଏ ନେଇ ହାଇକୋର୍ଟ ବାର୍ ସାଧାରଣ ପରିଷଦ ବୈଠକର ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏପରି କି ସ୍ୱାଧୀନତା ଦିବସରେ କଟକ ସହରରେ କୌଣସି ନେତା ଓ ମନ୍ତ୍ରୀଙ୍କୁ ପୁରାଇ ଦିଆଯିବ ନାହିଁ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story