ବଲାଙ୍ଗିର(ଘଟେଶ୍ୱର ମିଶ୍ର): ଆସନ୍ତା ୨୯ତାରିଖରୁ ୩୧ଯାଏ ବଲାଙ୍ଗିରରେ ପ୍ରସିଦ୍ଧ ଶୁଳିଆ ଯାତ୍ରା ମହୋତ୍ସବ ପାଳନ ହେବ। ଏହି ଯାତ୍ରା ଦେଓଗାଁ ବ୍ଳକ କୁଲତାପଡା ପଞ୍ଚାୟତ ଅର୍ନ୍ତଗତ ଖଇରଗୁରା ଏବଂ କୁମୁରିଆରେ ଅନୁଷ୍ଠିତ ହେବ। ଗତକାଲି ଏନେଇ ଏକ ପ୍ରସ୍ତୁତି ବୈଠକ ପରେ ସୂଚନା ମିଳିଛି। ଏହି ବୈଠକରେ ଜିଲ୍ଲା ଆଦିବାସୀ ସଂଘର କର୍ମକର୍ତ୍ତା, ଶୁଲିଆ ଯାତ୍ରା କମିଟି କର୍ମକର୍ତ୍ତା ଓ ବିଭିନ୍ନ ପଞ୍ଚାୟତର ନିର୍ବାଚିତ ପ୍ରତିନିଧି ସାମିଲ ହୋଇଥିଲେ।
ସର୍ବ ସମ୍ମତି କ୍ରମେ ଚଳିତବର୍ଷ କିନ୍ତୁ ଗୋଟିଏ ଦିନ ପୂଜାପାଠ ହେବାକୁ ଥିବା ବେଳେ ତିନି ଦିନ ଧରି ଶୁଳିଆ ଯାତ୍ରା ମହୋତ୍ସବ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହେବ। ତିନି ଦିନ ଧରି ମହୋତ୍ସବ ଆୟୋଜନ ଯୋଗୁ ଏଠାକୁ ଶ୍ରଦ୍ଧାଳୁ ଆସିବେ, ତେଣୁ ଶୁଳିଆ ଅଞ୍ଚଳର ବିକାଶ ହେବ ବୋଲି ଯାତ୍ରା କମିଟି ଆଶା ରଖିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Accident
କେଉଁଠି ବସ୍ ଚାପି ଦେଲା, କେଉଁଠି ଟ୍ରକ୍ ପିଟି ଦେଲା; ୬ ମୃତ, ୧୫ରୁ ଅଧିକ ଆହତ
କାର ପିଟି ଦେବାରୁ ଚାଲିଗଲା ଶାଶୁଙ୍କ ଜୀବନ। ଜ୍ୱାଇଁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି।
Miscellaneous
କଳକୀ କିଏ? ଏମିତି କହିଲେ ବାବା ବଳିଆ
ବାବା ବଳିଆ କହିଛନ୍ତି, ଆମେ ପିଲା ଦିନରୁ ଅନେକ କଳକୀ, ଅନେକ ମାଧବ ଓ ଅନେକ କୃଷ୍ଣଙ୍କୁ ଦେଖିଛୁ। ତାଙ୍କ ସହିତ କଥାବାର୍ତ୍ତା ହୋଇଛୁ। ସେମାନେ ସବୁବେଳେ ଦାବି କରନ୍ତି, ଆମେ କଳକୀ ବୋଲି।
Entertainment
ଅନନ୍ତ, ଶ୍ରୀନିବାସ ଓ ଜୟୀ ଗ୍ରହଣ କଲେ ‘ମୋହନସୁନ୍ଦର ଦେବ ଗୋସ୍ୱାମୀ ପୁରସ୍କାର’
୨୦୨୧ ବର୍ଷ ପାଇଁ ଶ୍ରେଷ୍ଠ ଅଭିନେତା ଭାବରେ ‘ପ୍ରତୀକ୍ଷା’ ଚଳଚ୍ଚିତ୍ର ପାଇଁ ଦୀପନ୍ୱିତ ଦାସ ମହାପାତ୍ର ଓ ଶ୍ରେଷ୍ଠ ଅଭିନେତ୍ରୀ ଭାବରେ ‘ଡାଲଚିନି’ ଚଳଚ୍ଚିତ୍ର ପାଇଁ ସୂର୍ଯ୍ୟମୟୀ ମହାପାତ୍ରଙ୍କୁ ପୁରସ୍କୃତ କରାଯାଇଛି।