ସୁନ୍ଦରଗଡ଼ରେ ହାତୀ ଉପଦ୍ରବ:୧୧ଟି ଘର କ୍ଷତିଗ୍ରସ୍ତ, ସମ୍ପତ୍ତି ନଷ୍ଟ

ସୁନ୍ଦରଗଡ଼: ସୁନ୍ଦରଗଡ଼ ରାଉଳଗେଡା ବନଖଣ୍ଡ ଅଞ୍ଚଳରେ ହାତୀ ଉପଦ୍ରବ ଲାଗିରହିଛି। ଝାଡଖଣ୍ଡ ଅଞ୍ଚଳରୁ ଆସିଥିବା ଏକ ହାତୀପଲ ବ୍ୟାପକ ଫସଲ ନଷ୍ଟ କରିବା ସହ ପ୍ରାୟ ୩୦ରୁ ଅଧିକ ଘର ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ପ୍ରାୟ ୧୫ଟି ହାତୀ ଗତ ଶୁକ୍ରବାର ରାତିରେ ରାମପୁର ପଞ୍ଚାୟତର ଗୌଡେ଼ନଢିପା ଗାଁରେ ପଶି ୧୧ଟି ଘର ଭାଙ୍ଗିବା ସହ ଧାନ ଚାଉଳ ନଷ୍ଟ କରିଛନ୍ତି। ସେହିପରି ବାଲିଶଙ୍କରା ବ୍ଲକର ବରାହଡେମା, ଟାଙ୍ଗରଗାଁ, ଠେଠେଇଟାଙ୍ଗର ଆଦି ଗାଁରେ ପ୍ରାୟ ୩୦ଟି […]

g

g

Rakesh Mallick
  • Published: Saturday, 22 August 2015
  • Updated: 22 August 2015, 05:32 AM IST

Sports

Latest News

ସୁନ୍ଦରଗଡ଼: ସୁନ୍ଦରଗଡ଼ ରାଉଳଗେଡା ବନଖଣ୍ଡ ଅଞ୍ଚଳରେ ହାତୀ ଉପଦ୍ରବ ଲାଗିରହିଛି। ଝାଡଖଣ୍ଡ ଅଞ୍ଚଳରୁ ଆସିଥିବା ଏକ ହାତୀପଲ ବ୍ୟାପକ ଫସଲ ନଷ୍ଟ କରିବା ସହ ପ୍ରାୟ ୩୦ରୁ ଅଧିକ ଘର ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ପ୍ରାୟ ୧୫ଟି ହାତୀ ଗତ ଶୁକ୍ରବାର ରାତିରେ ରାମପୁର ପଞ୍ଚାୟତର ଗୌଡେ଼ନଢିପା ଗାଁରେ ପଶି ୧୧ଟି ଘର ଭାଙ୍ଗିବା ସହ ଧାନ ଚାଉଳ ନଷ୍ଟ କରିଛନ୍ତି। ସେହିପରି ବାଲିଶଙ୍କରା ବ୍ଲକର ବରାହଡେମା, ଟାଙ୍ଗରଗାଁ, ଠେଠେଇଟାଙ୍ଗର ଆଦି ଗାଁରେ ପ୍ରାୟ ୩୦ଟି ଘର ଭାଙ୍ଗିଛନ୍ତି। ହାତୀପଲ ଆଖପାଖ ଜଙ୍ଗଲରେ ରହୁଥିବା ଯୋଗୁଁ ଲୋକମାନେ ଭୟଭୀତ ଅବସ୍ଥାରେ ରହିଛନ୍ତି। ହାତୀ ପଲକୁ ସ୍ଥାନୀୟ ଅଞ୍ଚଳରୁ ଘଉଡ଼ାଇବା ସହ କ୍ଷୟକ୍ଷତି ଆକଳନ କରି ସହାୟତା ପ୍ରଦାନ କରାଯିବ ବୋଲି ସୁନ୍ଦରଗଡ଼ ଡିଏଫଓ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story