କାଏମ ରହିଲା ଯୋଗେଶଙ୍କ ବିଧାୟକ ପଦ

<p>ସୁନ୍ଦରଗଡ଼(ଓଡ଼ିଶା ରିପୋର୍ଟର): ସୁନ୍ଦରଗଡ ବିଧାୟକ ଯୋଗେଶ ସିଂହଙ୍କ ସଭ୍ୟପଦ କାଏମ ରହିଛି। ଆଜି ସୁପ୍ରିମକୋର୍ଟରେ ବିଧାୟକ ଯୋଗେଶ ସିଂଙ୍କ ସଭ୍ୟପଦ ରଦ୍ଦ ଉପରେ ହୋଇଥିବା ଆବେଦନର ଶୁଣାଣି ହୋଇଥିଲା। କୋର୍ଟ ଯୋଗେଶଙ୍କ ସଭ୍ୟପଦ କାଏମ ରଖିବା ସହ ପୂର୍ବ ରାୟ ବଳବତ୍ତର ରଖିଛନ୍ତି। ପୂର୍ବରୁ ମିଥ୍ୟା ସତ୍ୟପାଠ ଅଭିଯୋଗରେ ହାଇକୋର୍ଟ ଯୋଗେଶ ସିଂହଙ୍କ ସଭ୍ୟପଦ ରଦ୍ଦ କରିଥିଲେ। କିନ୍ତୁ ସୁପ୍ରିମକୋର୍ଟ ଏହି ରାୟ ଉପରେ ରହିତାଦେଶ ଜାରି କରିଥିଲେ।</p> <p>ସେପଟେ ସହଦେବ ଖାକା, ଯୋଗେଶଙ୍କ ମୂଳ ଜାତିଗତ ପ୍ରମାଣପତ୍ର ମାମଲା ନେଇ ଅପିଲ କରିଛନ୍ତି। ଏନେଇ ସୁପ୍ରିମକୋର୍ଟ ଯୋଗେଶ ସିଂହଙ୍କୁ ନୋଟିସ ଜାରି କରିଛନ୍ତି।</p>

Ordigital Desk
  • Published: Friday, 13 April 2018
  • Updated: 13 April 2018, 04:28 PM IST

Sports

Latest News

<p>ସୁନ୍ଦରଗଡ଼(ଓଡ଼ିଶା ରିପୋର୍ଟର): ସୁନ୍ଦରଗଡ ବିଧାୟକ ଯୋଗେଶ ସିଂହଙ୍କ ସଭ୍ୟପଦ କାଏମ ରହିଛି। ଆଜି ସୁପ୍ରିମକୋର୍ଟରେ ବିଧାୟକ ଯୋଗେଶ ସିଂଙ୍କ ସଭ୍ୟପଦ ରଦ୍ଦ ଉପରେ ହୋଇଥିବା ଆବେଦନର ଶୁଣାଣି ହୋଇଥିଲା। କୋର୍ଟ ଯୋଗେଶଙ୍କ ସଭ୍ୟପଦ କାଏମ ରଖିବା ସହ ପୂର୍ବ ରାୟ ବଳବତ୍ତର ରଖିଛନ୍ତି। ପୂର୍ବରୁ ମିଥ୍ୟା ସତ୍ୟପାଠ ଅଭିଯୋଗରେ ହାଇକୋର୍ଟ ଯୋଗେଶ ସିଂହଙ୍କ ସଭ୍ୟପଦ ରଦ୍ଦ କରିଥିଲେ। କିନ୍ତୁ ସୁପ୍ରିମକୋର୍ଟ ଏହି ରାୟ ଉପରେ ରହିତାଦେଶ ଜାରି କରିଥିଲେ।</p><p>ସେପଟେ ସହଦେବ ଖାକା, ଯୋଗେଶଙ୍କ ମୂଳ ଜାତିଗତ ପ୍ରମାଣପତ୍ର ମାମଲା ନେଇ ଅପିଲ କରିଛନ୍ତି। ଏନେଇ ସୁପ୍ରିମକୋର୍ଟ ଯୋଗେଶ ସିଂହଙ୍କୁ ନୋଟିସ ଜାରି କରିଛନ୍ତି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos