ସୁନ୍ଦରଗଡ଼ ସରକାରୀ ମହିଳା କଲେଜ ହେଡ୍‌ କ୍ଲର୍କଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ସୁନ୍ଦରଗଡ଼: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁନ୍ଦରଗଡ଼ ସରକାରୀ ମହିଳା କଲେଜ ହେଡ୍‌ କ୍ଲର୍କ ରମେଶ ପଟେଲଙ୍କ ଘରେ ଆଜି  ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ରମେଶଙ୍କ ବାସଭବନ ସମେତ ୩ଟି ସ୍ଥାନରେ ଏହି ଚଢ଼ାଉ ଚାଲିଛି।

Rakesh Mallick
  • Published: Saturday, 07 October 2017
  • , Updated: 07 October 2017, 08:28 AM IST

Related story