ସୁନ୍ଦରଗଡରେ ରଥଯାତ୍ରା ପାଳିତ

ସୁନ୍ଦରଗଡ: ସୁନ୍ଦରଗଡ ରାଜବାଟି ସ୍ଥିତ ଜଗନ୍ନାଥ ମନ୍ଦିରରେ ପବିତ୍ର ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସୁନ୍ଦରଗଡ ରାଜା ସମରେନ୍ଦ୍ର ଶେଖରଦେଓ ରଥରେ ଛେରାପହଁରା କରିବା ପରେ ରଥଟଣା ଆରମ୍ଭ ହୋଇଥିଲା। ଚଳିତବର୍ଷ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଯୋଗ ଦେଇ ରଥକୁ ଟାଣି ଥିଲେ।