ଆଜି ସନ୍ଧ୍ୟାରେ ଦେଖାଯିବ ସୁପରମୁନ

<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଆଜି ସନ୍ଧ୍ୟାରେ ସୁପରମୁନ ବା ନୀଳ-ଲାଲ ଚନ୍ଦ୍ର ଦେଖାଯିବ। ପୂର୍ବ ଆକାଶରେ ଏକ ବଡ଼ ଓ ଉଜ୍ଜ୍ୱଳ ପୂର୍ଣ୍ଣ ଚନ୍ଦ୍ର ଦେଖାଯିବ। ସାଧାରଣ ଦିନର ପୂର୍ଣ୍ଣଚନ୍ଦ୍ରଠାରୁ ପ୍ରାୟ ୭ ପ୍ରତିଶତ ବଡ଼ ଓ ୨୫ ପ୍ରତିଶତ ଅଧିକ ଉଜ୍ଜ୍ୱଳ ଦେଖାଯିବ।&nbsp; ପୃଥିବୀଠାରୁ ପ୍ରାୟ ୩ ଲକ୍ଷ ୫୬ ହଜାର ୫୬୫ କିଲୋମିଟର ଦୂରତାରେ ଚନ୍ଦ୍ର ଥିବା ସମୟରେ ପୂର୍ଣ୍ଣମୀ ପଡୁଥିବାରୁ ଚନ୍ଦ୍ରଟି ଏପରି ବଡ଼ ଦେଖାଯିବ।</p> <p>ଆଜି ରାତିରେ ଦୃଶ୍ୟମାନ ହେବାକୁ ଥିବା ଏହି ମହାଜାଗତିକ ଘଟଣା ୨୦୧୮ ମସିହାର ପ୍ରଥମ ସୁପରମୁନ ଓ ଚଳିତ ୩-ସୁପରମୁନ ସିରିଜର ଦ୍ୱିତୀୟ ବୋଲି ପଠାଣି ସାମନ୍ତ ପ୍ଲାନେଟୋରିୟମ୍ ପକ୍ଷରୁ କୁହାଯାଇଛି। ଏହି ସିରିଜର ପ୍ରଥମ ସୁପରମୁନ୍ ଗତ ଡିସେମ୍ବର ୩ ତାରିଖ ରାତିରେ ଦେଖାଯାଇଥିବା ବେଳେ ଶେଷଟି ଆସନ୍ତା ଜାନୁଆରୀ ୩୧ ତାରିଖ ସନ୍ଧ୍ୟାରେ ଦେଖାଯିବ।</p>

Ordigital Desk
  • Published: Tuesday, 02 January 2018
  • Updated: 02 January 2018, 10:11 AM IST

Sports

Latest News

<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଆଜି ସନ୍ଧ୍ୟାରେ ସୁପରମୁନ ବା ନୀଳ-ଲାଲ ଚନ୍ଦ୍ର ଦେଖାଯିବ। ପୂର୍ବ ଆକାଶରେ ଏକ ବଡ଼ ଓ ଉଜ୍ଜ୍ୱଳ ପୂର୍ଣ୍ଣ ଚନ୍ଦ୍ର ଦେଖାଯିବ। ସାଧାରଣ ଦିନର ପୂର୍ଣ୍ଣଚନ୍ଦ୍ରଠାରୁ ପ୍ରାୟ ୭ ପ୍ରତିଶତ ବଡ଼ ଓ ୨୫ ପ୍ରତିଶତ ଅଧିକ ଉଜ୍ଜ୍ୱଳ ଦେଖାଯିବ।&nbsp; ପୃଥିବୀଠାରୁ ପ୍ରାୟ ୩ ଲକ୍ଷ ୫୬ ହଜାର ୫୬୫ କିଲୋମିଟର ଦୂରତାରେ ଚନ୍ଦ୍ର ଥିବା ସମୟରେ ପୂର୍ଣ୍ଣମୀ ପଡୁଥିବାରୁ ଚନ୍ଦ୍ରଟି ଏପରି ବଡ଼ ଦେଖାଯିବ।</p><p>ଆଜି ରାତିରେ ଦୃଶ୍ୟମାନ ହେବାକୁ ଥିବା ଏହି ମହାଜାଗତିକ ଘଟଣା ୨୦୧୮ ମସିହାର ପ୍ରଥମ ସୁପରମୁନ ଓ ଚଳିତ ୩-ସୁପରମୁନ ସିରିଜର ଦ୍ୱିତୀୟ ବୋଲି ପଠାଣି ସାମନ୍ତ ପ୍ଲାନେଟୋରିୟମ୍ ପକ୍ଷରୁ କୁହାଯାଇଛି। ଏହି ସିରିଜର ପ୍ରଥମ ସୁପରମୁନ୍ ଗତ ଡିସେମ୍ବର ୩ ତାରିଖ ରାତିରେ ଦେଖାଯାଇଥିବା ବେଳେ ଶେଷଟି ଆସନ୍ତା ଜାନୁଆରୀ ୩୧ ତାରିଖ ସନ୍ଧ୍ୟାରେ ଦେଖାଯିବ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos