ପୋଷ୍ଟମର୍ଟମ୍‌ ଗୃହରେ ଝଡ଼ାଫୁଙ୍କା

ବଲାଙ୍ଗିର (ଓଡ଼ିଶା ରିପୋର୍ଟର): ପୁଣି ଅନ୍ଧବିଶ୍ୱାସର ନଗ୍ନ ଚିତ୍ର ଦେଖିବାକୁ ମିଳିଛି। ମୃତକଙ୍କୁ ବଞ୍ଚାଇବା ପାଇଁ ପରିବାର ଲୋକେ ଝଡ଼ାଫୁଙ୍କାର ସାହାଯ୍ୟ ନେଇଛନ୍ତି। ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ସରକାରୀ ମେଡିକାଲ୍‌ କଲେଜ୍ ହସ୍ପିଟାଲରେ। ସୂଚନା ଅନୁସାରେ, ଗତ ୨ ତାରିଖରେ ସିନ୍ଧେକାଲା ଥାନା ଅନ୍ତର୍ଗତ ଦିଗସିରା ଗାଁର ମଧୁ ପୟାସିଂହ (୧୫) ଙ୍କୁ ସାପ କାମୁଡ଼ି ଦେଇଥିଲା। ତାଙ୍କୁ ପ୍ରଥମେ ଟିଟିଲାଗଡ଼ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ଏହା ପରେ ତାଙ୍କୁ ବଲାଙ୍ଗିର ଜିଲ୍ଲା ସରକାରୀ ମେଡିକାଲ୍‌ […]

court1

court1

Jitendra Garnayak
  • Published: Thursday, 04 October 2018
  • Updated: 04 October 2018, 01:47 PM IST

Sports

Latest News

ବଲାଙ୍ଗିର (ଓଡ଼ିଶା ରିପୋର୍ଟର): ପୁଣି ଅନ୍ଧବିଶ୍ୱାସର ନଗ୍ନ ଚିତ୍ର ଦେଖିବାକୁ ମିଳିଛି। ମୃତକଙ୍କୁ ବଞ୍ଚାଇବା ପାଇଁ ପରିବାର ଲୋକେ ଝଡ଼ାଫୁଙ୍କାର ସାହାଯ୍ୟ ନେଇଛନ୍ତି। ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ସରକାରୀ ମେଡିକାଲ୍‌ କଲେଜ୍ ହସ୍ପିଟାଲରେ।

ସୂଚନା ଅନୁସାରେ, ଗତ ୨ ତାରିଖରେ ସିନ୍ଧେକାଲା ଥାନା ଅନ୍ତର୍ଗତ ଦିଗସିରା ଗାଁର ମଧୁ ପୟାସିଂହ (୧୫) ଙ୍କୁ ସାପ କାମୁଡ଼ି ଦେଇଥିଲା। ତାଙ୍କୁ ପ୍ରଥମେ ଟିଟିଲାଗଡ଼ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ଏହା ପରେ ତାଙ୍କୁ ବଲାଙ୍ଗିର ଜିଲ୍ଲା ସରକାରୀ ମେଡିକାଲ୍‌ କଲେଜ୍ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଥିଲା।

ଗତକାଲି ଦିନ ୧୨ଟାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଡାକ୍ତର ମୃତ ଘୋଷଣା କରିବା ପରେ ମଧ୍ୟ ମଧୁଙ୍କ ପରିବାର ଲୋକଙ୍କ ମନ ମାନି ନଥିଲା। ସେମାନେ କଳାହାଣ୍ଡି ଜିଲ୍ଲାରୁ ଜଣେ ଗୁଣିଆକୁ ଡାକି ଥିଲେ।

ଗତକାଲି ସନ୍ଧ୍ୟାରେ ମେଡିକାଲର ଶବ ବ୍ୟବଚ୍ଛେଦ ଗୃହରେ ଗୁଣିଆ ମୃତ ଶରୀରକୁ ଝଡ଼ାଫୁଙ୍କା କରୁଥିବା ଦେଖିବାକୁ ମିଳିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story