୭୭ ବର୍ଷର ଟୋକା ସୁର ରାଉତରାୟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜଟଣୀ ବିଧାୟକ ତଥା କଂଗ୍ରେସ ନେତା ସୁର ରାଉତରାୟ।  ମିଡିଆ ଡାର୍ଲିଂ ଭାବେ ପରିଚିତ ସୁରଙ୍କୁ ଆପଣ ସର୍ବଦା ଟିଭିରେ ଦେଖିଥିବେ। ଯାହା କୁହନ୍ତି ଏକଦମ ସିଧା ଓ ରୋକଠୋକ। ମନମତାଣିଆ ବି । ବୟସାଧିକ ସତ୍ତ୍ୱେ ରାଜନୀତିରେ ସେ ଯେମିତି ଚଳଚଞ୍ଚଳ ନିଜ ସ୍ୱାସ୍ଥ୍ୟକୁ ନେଇ ମଧ୍ୟ ସେ ଫିଟ୍‌। ବାର୍ଦ୍ଧକ୍ୟ ତାଙ୍କୁ ଛୁଇଁଥିଲେ ବି ସେ ନିଜକୁ ଯବାନ ଟୋକାଭଳି ସୁସ୍ଥ ରଖିଛନ୍ତି। ସେ ଆଜି ୭୭ ବର୍ଷରେ ପାଦ ଥାପିଛନ୍ତି। […]

6n

6n

Tapas Behera
  • Published: Tuesday, 10 August 2021
  • Updated: 10 August 2021, 08:33 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜଟଣୀ ବିଧାୟକ ତଥା କଂଗ୍ରେସ ନେତା ସୁର ରାଉତରାୟ।  ମିଡିଆ ଡାର୍ଲିଂ ଭାବେ ପରିଚିତ ସୁରଙ୍କୁ ଆପଣ ସର୍ବଦା ଟିଭିରେ ଦେଖିଥିବେ। ଯାହା କୁହନ୍ତି ଏକଦମ ସିଧା ଓ ରୋକଠୋକ। ମନମତାଣିଆ ବି । ବୟସାଧିକ ସତ୍ତ୍ୱେ ରାଜନୀତିରେ ସେ ଯେମିତି ଚଳଚଞ୍ଚଳ ନିଜ ସ୍ୱାସ୍ଥ୍ୟକୁ ନେଇ ମଧ୍ୟ ସେ ଫିଟ୍‌। ବାର୍ଦ୍ଧକ୍ୟ ତାଙ୍କୁ ଛୁଇଁଥିଲେ ବି ସେ ନିଜକୁ ଯବାନ ଟୋକାଭଳି ସୁସ୍ଥ ରଖିଛନ୍ତି। ସେ ଆଜି ୭୭ ବର୍ଷରେ ପାଦ ଥାପିଛନ୍ତି।  ନିଜ କର୍ମୀ ଓ ଆପଣାର ଲୋକଙ୍କ ସହ ଆଜି ବେଶ୍ ଧୁମଧାମରେ ଜନ୍ମ ଦିନ ପାଳନ କରିଛନ୍ତି କଂଗ୍ରେସର ଏହି ଟାଣୁଆ ନେତା। ତାଙ୍କର ଶୁଭେଚ୍ଛୁଙ୍କଠାରୁ ଆରମ୍ଭ କରି ବିଭିନ୍ନ ଦଳର ନେତାମାନେ ତାଙ୍କୁ ଭେଟି ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି।

ରାଜନୀତିରେ ଜନତା ଦଳରୁ କ୍ୟାରିୟର ଆରମ୍ଭ କରିଥିଲେ ସୁରଭାଇ। ୧୯୭୭ରେ ଜନତା ଦଳରୁ ଜଟଣୀ ନିର୍ବାଚନମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇ ସେ ପ୍ରଥମଥର ବିଧାନସଭାକୁ ଆସିଥିଲେ। ପରେ ସେ କଂଗ୍ରେସରେ ମିଶି ବହୁ ପଦପଦବୀ ପାଇଛନ୍ତି, ମନ୍ତ୍ରୀ ମଧ୍ୟ ହୋଇଛନ୍ତି। ତେବେ ୨୦୦୪ରୁ ଲଗାତାର ତୃତୀୟଥର ପରାଜିତ ହେବା ପରେ ଚଳିତଥର ସୁରଙ୍କୁ କଡ଼ା ଟକ୍କରର ସମ୍ମୁଖୀନ ହେବାକୁ ପଡ଼ିଥିଲା। ତଥାପି ବିଜେଡିର ପୂର୍ବତନ ବିଧାୟକ ବିଭୂତି ବଳବନ୍ତରାୟଙ୍କୁ ହରାଇ ସେ ପୁଣି ଥରେ ୧୫ ବର୍ଷର ବ୍ୟବଧାନ ପରେ ବିଧାୟକ ହୋଇଛନ୍ତି। ଏଥରକୁ ମିଶାଇ ସୁର ମୋଟ ୬ଥର ବିଧାୟକ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story