ଜଟଣୀବାସୀଙ୍କ ପାଇଁ ଏକାଠି ହେଲେ ସୁର-ଅପରାଜିତା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଦୀର୍ଘଦିନ ଜଟଣୀ ନିର୍ବାଚନମଣ୍ଡଳୀର ଲୋକେ ଭୋଗୁଥିବା ସମସ୍ୟାକୁ ନେଇ ଆଜି ଜଟଣୀ ବିଧାୟକ ସୁର ରାଉତରାୟ ଏବଂ ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡ଼ଙ୍ଗୀ ରାଜସ୍ୱ ପର୍ଷଦ ସଭ୍ୟଙ୍କୁ ଭେଟିଛନ୍ତି। ଏନେଇ ସମସ୍ୟା ସମ୍ପର୍କରେ ଉଭୟ ନେତା ଆଲୋଚନା କରିଛନ୍ତି। ଏମ୍‌ପି ଅପରାଜିତା ଷଡ଼ଙ୍ଗୀ କହିଛନ୍ତି ଯେ, ବିଧାୟକ ସୁରେଶ ରାଉତରାୟ ଏବଂ ମୁଁ  ଦୁଇ ଜଣ ବୋର୍ଡ଼ ଅଫ ରେଭିନ୍ୟୁକୁ ଆସିଥିଲୁ। ଜଟଣୀ ନିର୍ବାଚନୀମଣ୍ଡଳୀର ପ୍ରାୟ ୩ ଲକ୍ଷ ଲୋକଙ୍କର ସ୍ଥିତବାନ ଜମି ସେମାନଙ୍କ ପାଖକୁ […]

czz-1

czz-1

Tapas Behera
  • Published: Wednesday, 11 September 2019
  • Updated: 11 September 2019, 05:10 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଦୀର୍ଘଦିନ ଜଟଣୀ ନିର୍ବାଚନମଣ୍ଡଳୀର ଲୋକେ ଭୋଗୁଥିବା ସମସ୍ୟାକୁ ନେଇ ଆଜି ଜଟଣୀ ବିଧାୟକ ସୁର ରାଉତରାୟ ଏବଂ ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡ଼ଙ୍ଗୀ ରାଜସ୍ୱ ପର୍ଷଦ ସଭ୍ୟଙ୍କୁ ଭେଟିଛନ୍ତି। ଏନେଇ ସମସ୍ୟା ସମ୍ପର୍କରେ ଉଭୟ ନେତା ଆଲୋଚନା କରିଛନ୍ତି। ଏମ୍‌ପି ଅପରାଜିତା ଷଡ଼ଙ୍ଗୀ କହିଛନ୍ତି ଯେ, ବିଧାୟକ ସୁରେଶ ରାଉତରାୟ ଏବଂ ମୁଁ  ଦୁଇ ଜଣ ବୋର୍ଡ଼ ଅଫ ରେଭିନ୍ୟୁକୁ ଆସିଥିଲୁ।

ଜଟଣୀ ନିର୍ବାଚନୀମଣ୍ଡଳୀର ପ୍ରାୟ ୩ ଲକ୍ଷ ଲୋକଙ୍କର ସ୍ଥିତବାନ ଜମି ସେମାନଙ୍କ ପାଖକୁ ଆସିପାରି ନାହିଁ। ଏହି ସମସ୍ୟା ଦୀର୍ଘଦିନ ଧରି ଲୋକେ ଭୋଗି ଆସୁଛନ୍ତି। ତେଣୁ ଲୋକେ କୌଣସିପ୍ରକାର ସାହାଯ୍ୟ ପାଇପାରୁ ନାହାନ୍ତି। ଜଟଣୀ ବିଧାନସଭା ନିର୍ବାଚନମଣ୍ଡଳୀର ୩୬ଟି ଗାଁରେ ପ୍ରାୟ ୩ ଲକ୍ଷ ଲୋକ ଏହି ସମସ୍ୟା ଭୋଗୁଛନ୍ତି। ମୁଁ ବାରମ୍ବାର ଏଦିଗରେ ଅଭିଯୋଗ କଲା ପରେ କିଛି ହେଲା ନାହିଁ। ଏନେଇ ହାଇକୋର୍ଟରେ ଏକ ରିଟ୍‌ପିଟିସନ୍‌ ଦାଖଲ ହୋଇଥିଲା। ଏନେଇ ହାଇକୋର୍ଟ ଉଭୟ ପକ୍ଷକୁ ଶୁଣି  ମାମଲାର ସମାଧାନ କରିବା ପାଇଁ ବୋର୍ଡ଼ ଅଫ୍‌ ରେଭିନ୍ୟୁକୁ ନିର୍ଦ୍ଦେଶ ଦେଇଥିଲେ।

ଯାହାର ଠିକ୍‌ ଅଛି ଜମି ଉପରେ ତଦନ୍ତ କରି ତାଙ୍କୁ ଜମି ଫେରସ୍ତ କରାଯାଉ। ଏଥିପାଇଁ ହାଇକୋର୍ଟ ୬ମାସ ସମୟ ଦେଇଥିଲେ।  ଆସନ୍ତା ୧୨ତାରିଖରେ ଏହାର ଅବଧି ସରିଯାଉଛି। ତେଣୁ ଆମେ ଆଜି ଏକାଠି ହୋଇଛୁ। ଆମେ ଆଜି ନିବେଦନ କରି କହିଛୁ ଯେ, ୬ ମାସ ବିତିଗଲା ଏହା ଉପରେ କୌଣସି ପଦକ୍ଷେପ ନିଆଗଲା ନାହିଁ। ତେଣୁ ଏହି କାମର ତ୍ୱରାନିତ କରାଯାଉ । ରାଜସ୍ୱ ପର୍ଷଦ ସଭ୍ୟ ଆମକୁ ଆଶ୍ୱସନା ଦେଇଛନ୍ତି। ସେ କହିଛନ୍ତି ଯେ, ଖୁବ୍‌ ଶୀଘ୍ର ଏଦିଗରେ କାମ କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story