ସୁରାବାବା ବିବାଦ: ସହିଦ ନଗରର ଏକ ବ୍ୟାଙ୍କର ଏକ ଲକରରୁ ମିଳିଲା ୩୫ ଭରି ସୁନା ଅଳଙ୍କା, ଶିବ ମନ୍ଦିର ନିର୍ମାଣେ ଖର୍ଚ୍ଚ ହୋଇଛି ୪ କୋଟି ଟଙ୍କା

ଭୁବନେଶ୍ୱର: ସୁରବାବାଙ୍କ ଆର୍ଥିକ କାରବାର ନେଇ କ୍ରାଇମବ୍ରାଞ୍ଚ ଖୋଳତାଡ଼ ଜାରି ରଖିଛି। ତାଙ୍କର ଜମି ଓ ଅନ୍ୟ ଆର୍ଥିକ କାରବାର ବୁଝୁଥିବା ବଡ଼ ପୁଅ ତ୍ରିଲୋଚନ ମିଶ୍ରଙ୍କୁ ପୁଣି ୩ଦିନ ରିମାଣ୍ଡରେ ନେବା ପରେ କ୍ରାଇମବ୍ରାଞ୍ଚ ଜେରା ଚାଲିଛି। କ୍ରାଇମବ୍ରାଞ୍ଚ ମୁଖ୍ୟ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଭୁବନେଶ୍ୱର ସହିଦନଗର ବ୍ୟାଙ୍କ ଲକରରୁ ୩୫ ଭରି ସୁନା ଅଳଙ୍କ।ର ଠାବ ହୋଇଛି। ତ୍ରାହି ଅଚ୍ୟୁତ ଆଶ୍ରମକୁ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ପାଇଁ ଏକ ଟୟ ଟ୍ରେନକୁ […]

sura

sura

Rakesh Mallick
  • Published: Tuesday, 08 September 2015
  • Updated: 08 September 2015, 02:31 PM IST

Sports

Latest News

suraଭୁବନେଶ୍ୱର: ସୁରବାବାଙ୍କ ଆର୍ଥିକ କାରବାର ନେଇ କ୍ରାଇମବ୍ରାଞ୍ଚ ଖୋଳତାଡ଼ ଜାରି ରଖିଛି। ତାଙ୍କର ଜମି ଓ ଅନ୍ୟ ଆର୍ଥିକ କାରବାର ବୁଝୁଥିବା ବଡ଼ ପୁଅ ତ୍ରିଲୋଚନ ମିଶ୍ରଙ୍କୁ ପୁଣି ୩ଦିନ ରିମାଣ୍ଡରେ ନେବା ପରେ କ୍ରାଇମବ୍ରାଞ୍ଚ ଜେରା ଚାଲିଛି। କ୍ରାଇମବ୍ରାଞ୍ଚ ମୁଖ୍ୟ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଭୁବନେଶ୍ୱର ସହିଦନଗର ବ୍ୟାଙ୍କ ଲକରରୁ ୩୫ ଭରି ସୁନା ଅଳଙ୍କ।ର ଠାବ ହୋଇଛି। ତ୍ରାହି ଅଚ୍ୟୁତ ଆଶ୍ରମକୁ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ପାଇଁ ଏକ ଟୟ ଟ୍ରେନକୁ ୪୮ ଲକ୍ଷ ଟଙ୍କ।ରେ କିଣାଯାଇଥିଲା। ୪ କୋଟି ଟଙ୍କ। ବ୍ୟୟରେ ନିର୍ମାଣ ହୋଇଥିଲା ଶିବ ମନ୍ଦିର। ମନ୍ଦିର ଭିତରେ ଥିବା ପିତ୍ତଳ ମୂର୍ତ୍ତିଗୁଡ଼ିକର ଦାମ୍ ପ୍ରାୟ ୨୫ ଲକ୍ଷ ଟଙ୍କ। ହେବ ବୋଲି ଜେରା ବେଳେ ତ୍ରିଲୋଚନ ଏହି ସୂଚନା ଦେଇଛନ୍ତି । ସୁରବାବା ଓ ତାଙ୍କ ଦୁଇପୁଅଙ୍କ ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡ ସରିବା ପରେ କ୍ରାଇମବ୍ରାଞ୍ଚ ସେମାନଙ୍କୁ କୋର୍ଟରେ ହାଜର କରିଥିଲା । ତେବେ ସୁରବାବାଙ୍କ ବଡପୁଅ ତ୍ରିଲୋଚନ ମିଶ୍ରଙ୍କୁ ରିମାଣ୍ଡରେ ନେବାକୁ କ୍ରାଇମବ୍ରାଞ୍ଚ ଆବେଦନ କରିଥିଲା । କୋର୍ଟ ଏହାର ଶୁଣାଣି କରି ତ୍ରିଲୋଚନଙ୍କୁ ୩ଦିନ ରିମାଣ୍ଡରେ ନେବାକୁ ଅନୁମତି ଦେଇଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story