ସମବାୟ ସୋସାଇଟି ରେଜିଷ୍ଟ୍ରାର ହେଲେ ସୁଶାନ୍ତ କୁମାର ବାରିକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅନୁସୂଚିତ ଜାତି ଓ ଜନଜାତି ବିକାଶ ବିଭାଗର ଅତିରିକ୍ତ ସଚିବ ଆଇଏଏସ୍ ସୁଶାନ୍ତ କୁମାର ବାରିକଙ୍କୁ ରାଜ୍ୟ ସମବାୟ ସୋସାଇଟି ରେଜିଷ୍ଟ୍ରାର ଭାବେ ବଦଳି କରିଛନ୍ତି। ଏନେଇ ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି। ବିଭିନ୍ନ ସମବାୟ ସୋସାଇଟିର ପରିଚାଳନା କମିଟିର କାର୍ଯ୍ୟ ଅବଧି ଶେଷ ହେଉଥିବାବେଳେ ରାଜ୍ୟ ସରକାର ଏବେ ସେସବୁକୁ ନିଜ ହାତକୁ ନେଇଛନ୍ତି। ଓଡ଼ିଶା ସମବାୟ ଆକ୍ଟ-୧୯୬୨ ଧାରା -୩୨(୧)  ଧାରା ଅନୁସାରେ ପରିଚାଳନା […]

7901-10

7901-10

Tapas Behera
  • Published: Wednesday, 19 August 2020
  • Updated: 19 August 2020, 09:47 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅନୁସୂଚିତ ଜାତି ଓ ଜନଜାତି ବିକାଶ ବିଭାଗର ଅତିରିକ୍ତ ସଚିବ ଆଇଏଏସ୍ ସୁଶାନ୍ତ କୁମାର ବାରିକଙ୍କୁ ରାଜ୍ୟ ସମବାୟ ସୋସାଇଟି ରେଜିଷ୍ଟ୍ରାର ଭାବେ ବଦଳି କରିଛନ୍ତି। ଏନେଇ ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି। ବିଭିନ୍ନ ସମବାୟ ସୋସାଇଟିର ପରିଚାଳନା କମିଟିର କାର୍ଯ୍ୟ ଅବଧି ଶେଷ ହେଉଥିବାବେଳେ ରାଜ୍ୟ ସରକାର ଏବେ ସେସବୁକୁ ନିଜ ହାତକୁ ନେଇଛନ୍ତି। ଓଡ଼ିଶା ସମବାୟ ଆକ୍ଟ-୧୯୬୨ ଧାରା -୩୨(୧)  ଧାରା ଅନୁସାରେ ପରିଚାଳନା କମିଟି ଅବଧି ସରିବା ପୂର୍ବରୁ ନିର୍ବାଚନ ନହେବ ସେଠାରେ ପରିଚାଳନା କମିଟିକୁ ସମବାୟ ରେଜିଷ୍ଟ୍ରାର ନିଜ ହାତକୁ ନେବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos