ସମବାୟ ସୋସାଇଟି ରେଜିଷ୍ଟ୍ରାର ହେଲେ ସୁଶାନ୍ତ କୁମାର ବାରିକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅନୁସୂଚିତ ଜାତି ଓ ଜନଜାତି ବିକାଶ ବିଭାଗର ଅତିରିକ୍ତ ସଚିବ ଆଇଏଏସ୍ ସୁଶାନ୍ତ କୁମାର ବାରିକଙ୍କୁ ରାଜ୍ୟ ସମବାୟ ସୋସାଇଟି ରେଜିଷ୍ଟ୍ରାର ଭାବେ ବଦଳି କରିଛନ୍ତି। ଏନେଇ ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି। ବିଭିନ୍ନ ସମବାୟ ସୋସାଇଟିର ପରିଚାଳନା କମିଟିର କାର୍ଯ୍ୟ ଅବଧି ଶେଷ ହେଉଥିବାବେଳେ ରାଜ୍ୟ ସରକାର ଏବେ ସେସବୁକୁ ନିଜ ହାତକୁ ନେଇଛନ୍ତି। ଓଡ଼ିଶା ସମବାୟ ଆକ୍ଟ-୧୯୬୨ ଧାରା -୩୨(୧)  ଧାରା ଅନୁସାରେ ପରିଚାଳନା କମିଟି ଅବଧି ସରିବା ପୂର୍ବରୁ ନିର୍ବାଚନ ନହେବ ସେଠାରେ ପରିଚାଳନା କମିଟିକୁ ସମବାୟ ରେଜିଷ୍ଟ୍ରାର ନିଜ ହାତକୁ ନେବେ।

ଆହୁରି ପଢ଼ନ୍ତୁ

ବୋହୂର ପିଲାପିଲି ହେଉ ନ ଥିବାରୁ ୭ ବର୍ଷର ଶିଶୁକୁ ମାରି ଦେଲା ଶ୍ୱଶୁର, କହିଲା…

ବାଘ ମୁଣ୍ଡ ଓ ଛାଲ ଜବତ

ଲଘୁଚାପ ସୃଷ୍ଟି, ୩ ଦିନ ଯାଏଁ ବର୍ଷା

ବରିଷ୍ଠ ସେବାୟତ ପ୍ରେମାନନ୍ଦ ଦାସମହାପାତ୍ରଙ୍କ ପରଲୋକ

ଡାକ୍ତରଖାନା ଷ୍ଟ୍ରେଚରରେ ରୋଗୀଙ୍କୁ ନେଇ ସହର ବୁଲିଲେ ସଂପର୍କୀୟ

ବର୍ଷା ଯୋଗୁ ଗଛ ତଳେ ଛିଡ଼ା ହୋଇଥିଲେ, ବଜ୍ରପାତରେ ଚାଲିଗଲା ଜୀବନ

ପୁଲିସ୍ କର୍ମଚାରୀ ଓ ତାଙ୍କ ପୁଅ ନାଁରେ ହତ୍ୟା ଅଭିଯୋଗ, ଯୌତୁକ ପାଇଁ ବୋହୂକୁ ମାରିଦେଲେ

ଆଜି ସୃଷ୍ଟି ହୋଇପାରେ ଲଘୁଚାପ କ୍ଷେତ୍ର, ୭ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା

ମାସ୍କ ନପିନ୍ଧିଲେ ଓଡ଼ିଶାରେ ଦିନକୁ ମୃତ୍ୟୁ ୪୦୦ ଛୁଇଁବ: ୱାଶିଂଟନ୍ ବିଶ୍ୱବିଦ୍ୟାଳୟ

ବାଇକ୍‌ ଉପରେ ଚଢ଼ିଗଲା ସ୍କର୍ପିଓ, ରାସ୍ତାରେ ଚାଲିଗଲା ଦୁଇ ଯୁବକଙ୍କ ଜୀବନ

ଗାଁକୁ ଯାଇପାରିଲାନି ଆମ୍ୱୁଲାନ୍ସ, ମଝି ରାସ୍ତାରେ ପ୍ରସବ କଲେ ପ୍ରସୂତି

ଆଇପିଏଲରୁ କ୍ୟାରିଅର ଆରମ୍ଭ କଲେ ଓଡ଼ିଆ ପୁଅ