ସ୍ୱାଧୀନତା ଦିବସକୁ କଳା ଦିବସ ଭାବେ ପାଳିବେ ମାଓବାଦୀ

ରାୟଗଡା: ବଂଶଧାରା-ଘୁମୁସର ନାଗାବଳୀ ଡିଭିଜନାଲ ମାଓ କମିଟି ଆସନ୍ତାକାଲି ସ୍ୱାଧୀନତା ଦିବସକୁ କଳା ଦିବସ ଭାବେ ପାଳନ କରିବ ବୋଲି ଘୋଷଣା କରିଛି।  ମାଦାଗୁଡା ଜଙ୍ଗଲରେ ମିଥ୍ୟା ଏନକାଉଣ୍ଟର ଦ୍ୱାରା ଦମ୍ପତିଙ୍କ ହତ୍ୟା, କମ୍ୱିଂ ଅପରେସନକୁ ତୁରନ୍ତ ବନ୍ଦ କରିବା, ଆନ୍ଧ୍ର ଓ ଛତିଶଗଡ ମାଓବାଦୀଙ୍କ ବାହାନା ଦେଖାଇ ଲୋକଙ୍କ ଉପରେ କରାଯାଉଥିବା ଦମନ ଏବଂ ଅର୍ଦ୍ଧ ସାମରିକ ଯବାନଙ୍କ କ୍ୟାମ୍ପ୍ ବୃଦ୍ଧିକୁ ବନ୍ଦ କରିବା ଦାବିରେ ସ୍ୱାଧୀନତା ଦିବସକୁ ସେମାନେ କଳା ଦିବସ ଭାବେ ପାଳନ […]

naxal

naxal

Rakesh Mallick
  • Published: Friday, 14 August 2015
  • Updated: 14 August 2015, 01:19 PM IST

Sports

Latest News

ରାୟଗଡା: ବଂଶଧାରା-ଘୁମୁସର ନାଗାବଳୀ ଡିଭିଜନାଲ ମାଓ କମିଟି ଆସନ୍ତାକାଲି ସ୍ୱାଧୀନତା ଦିବସକୁ କଳା ଦିବସ ଭାବେ ପାଳନ କରିବ ବୋଲି ଘୋଷଣା କରିଛି।  ମାଦାଗୁଡା ଜଙ୍ଗଲରେ ମିଥ୍ୟା ଏନକାଉଣ୍ଟର ଦ୍ୱାରା ଦମ୍ପତିଙ୍କ ହତ୍ୟା, କମ୍ୱିଂ ଅପରେସନକୁ ତୁରନ୍ତ ବନ୍ଦ କରିବା, ଆନ୍ଧ୍ର ଓ ଛତିଶଗଡ ମାଓବାଦୀଙ୍କ ବାହାନା ଦେଖାଇ ଲୋକଙ୍କ ଉପରେ କରାଯାଉଥିବା ଦମନ ଏବଂ ଅର୍ଦ୍ଧ ସାମରିକ ଯବାନଙ୍କ କ୍ୟାମ୍ପ୍ ବୃଦ୍ଧିକୁ ବନ୍ଦ କରିବା ଦାବିରେ ସ୍ୱାଧୀନତା ଦିବସକୁ ସେମାନେ କଳା ଦିବସ ଭାବେ ପାଳନ କରିବାକୁ ଘଷୋଣା କରିଛନ୍ତି।  ରାୟଗଡା, କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଆସନ୍ତକାଲି କଳା ଦିବସ ପାଳନ କରାଯିବ ବୋଲି  ସଙ୍ଗଠନ କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story