କନ୍ଧମାଳ: ସ୍ୱାମୀ ଲକ୍ଷଣାନନ୍ଦ ସରସ୍ୱତୀଙ୍କ ମୃତ୍ୟୁଙ୍କ ୭ ବର୍ଷ ପୂରଣ ଅବସରରେ ହିନ୍ଦୁ ପରିଷଦ କନ୍ଧମାଳା ଶାଖା ତରଫରୁ ଫୁଲବାଣୀ ଗାୟତ୍ରୀ ଶକ୍ତିପୀଠ ପ୍ରାଙ୍ଗଣରେ ଏକ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହୋଇଯାଇଛି। ସଭାରେ ସ୍ୱାମୀ ପ୍ରଶାନ୍ତ ମୁନୀ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ। ସଭାରେ ଭିଏଚପି କଲିକତା ଓ ଗୌହାଟି କ୍ଷେତ୍ର ଧର୍ମ ପ୍ରସାରର ଆନନ୍ଦ କୁମାର ପାଣ୍ଡେ, ଗଜପତି ଜିଲ୍ଲା ସ୍ୱାମୀ ଭାସ୍କର ତୀର୍ଥ ମହାରାଜ, ଜିଲ୍ଲା ଭିଏଚପି କାର୍ଯ୍ୟକର୍ତ୍ତା, ବିଜେପି କର୍ମୀ ଓ ବହୁ ଶ୍ରଦ୍ଧାଳୁ ଯୋଗଦେଇଥିଲେ। ସ୍ୱାମୀଜୀଙ୍କ ହତ୍ୟାକାରୀଙ୍କୁ ସରକାର ଶୀଘ୍ର ଚିହ୍ନଟ କରି ଦଣ୍ଡ ଦେବା ଦରକାର ବୋଲି ସଭାରେ ମତ ପ୍ରକାଶ ପାଇଥିଲା ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଆଜିଠୁ ଖୋଲିବ ଧାନମଣ୍ଡି, ଆଉ ରହିବନି ଟୋକନ୍ ଟେନସନ୍
ରାଜ୍ୟରେ ଆଜିଠୁ ଖୋଲିବ ଧାନମଣ୍ଡି । ବର୍ଷ ବର୍ଷ ଧରି ଟୋକନ୍ ଟେନସନ୍, ମିଲର୍ସଙ୍କ ମନମାନି ଓ କଟନୀ ଛଟନୀରେ ଧନ୍ଦି ହେଉଥିବା ଚାଷୀଙ୍କୁ ମୁକ୍ତି ଦେବାକୁ ଏଥର ମୋହନ ସରକାର ନେଇଛନ୍ତି ବହୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।
Miscellaneous
ଏଥର ମଣ୍ଡି ଜଗିବେ ମନ୍ତ୍ରୀ-ଅଫିସର, ସାବାଡ୍ ହେବେ ଦଲାଲ୍
କାଲିଠୁ ବରଗଡ଼ ଓ ୨୧ରୁ ସମ୍ବଲପୁର ଜିଲ୍ଲାରେ ଧାନ କିଣା ଆରମ୍ଭ ହେବ। ଟୋକନ୍ ଟେନସନ୍, ମିଲର୍ସଙ୍କ ମନମାନି ଓ କଟନୀ ଛଟନୀରୁ ମୁକ୍ତି ପାଇବେ ଚାଷୀ। ଦଲାଲଙ୍କ ପ୍ରାଦୁର୍ଭବ ରୋକିବାକୁ ମନ୍ତ୍ରୀ ଓ ଅଫିସର ଜଗିବେ ମଣ୍ଡି।
Miscellaneous
ଅନୁପମା ଜେମସଙ୍କୁ କେନ୍ଦ୍ରରେ ନିଯୁକ୍ତି, ହେଲେ ଏନଆଇଏ ଏସପି
ଭୁବନେଶ୍ୱର ଭିଜିଲାନ୍ସ ଡିଭିଜନର ଏସପି ଭାବେ କାର୍ଯ୍ୟରତ ଅନୁପମା ଜେମସ କେନ୍ଦ୍ରୀୟ ଡେପୁଟେସନରେ ଯିବେ । ତାଙ୍କୁ ଏନଆଇଏ ଏସପି ଭାବେ ନିଯୁକ୍ତି ମିଳିଛି । ସେ ୫ବର୍ଷ ପାଇଁ ଏନଏଆଇରେ କାର୍ଯ୍ୟ କରିବେ ।
Politics
୨୫ରେ ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି
ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ଆଜି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ବିଧାନସଭା ଅଧିବେଶନ ପାଇଁ ବାଚସ୍ପତି ୨୫ତାରିଖ ସୋମବାର ସର୍ବଦଳୀୟ ବୈଠକ ଡାକିଛନ୍ତି ।