ସ୍ୱାମୀ ଲକ୍ଷଣାନନ୍ଦ ସରସ୍ୱତୀଙ୍କ ହତ୍ୟାକାରୀଙ୍କୁ ଶୀଘ୍ର ଦଣ୍ଡ ଦିଆଯାଉ: ଭିଏଚପି

କନ୍ଧମାଳ:  ସ୍ୱାମୀ ଲକ୍ଷଣାନନ୍ଦ ସରସ୍ୱତୀଙ୍କ ମୃତ୍ୟୁଙ୍କ ୭ ବର୍ଷ ପୂରଣ ଅବସରରେ  ହିନ୍ଦୁ ପରିଷଦ କନ୍ଧମାଳା ଶାଖା ତରଫରୁ ଫୁଲବାଣୀ ଗାୟତ୍ରୀ ଶକ୍ତିପୀଠ ପ୍ରାଙ୍ଗଣରେ ଏକ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହୋଇଯାଇଛି। ସଭାରେ ସ୍ୱାମୀ ପ୍ରଶାନ୍ତ ମୁନୀ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ। ସଭାରେ ଭିଏଚପି କଲିକତା ଓ ଗୌହାଟି କ୍ଷେତ୍ର ଧର୍ମ ପ୍ରସାରର ଆନନ୍ଦ କୁମାର ପାଣ୍ଡେ, ଗଜପତି  ଜିଲ୍ଲା ସ୍ୱାମୀ ଭାସ୍କର ତୀର୍ଥ ମହାରାଜ, ଜିଲ୍ଲା ଭିଏଚପି କାର୍ଯ୍ୟକର୍ତ୍ତା, ବିଜେପି କର୍ମୀ ଓ ବହୁ […]

laxmanananda

laxmanananda

Rakesh Mallick
  • Published: Monday, 24 August 2015
  • Updated: 24 August 2015, 07:31 AM IST

Sports

Latest News

କନ୍ଧମାଳ:  ସ୍ୱାମୀ ଲକ୍ଷଣାନନ୍ଦ ସରସ୍ୱତୀଙ୍କ ମୃତ୍ୟୁଙ୍କ ୭ ବର୍ଷ ପୂରଣ ଅବସରରେ  ହିନ୍ଦୁ ପରିଷଦ କନ୍ଧମାଳା ଶାଖା ତରଫରୁ ଫୁଲବାଣୀ ଗାୟତ୍ରୀ ଶକ୍ତିପୀଠ ପ୍ରାଙ୍ଗଣରେ ଏକ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହୋଇଯାଇଛି। ସଭାରେ ସ୍ୱାମୀ ପ୍ରଶାନ୍ତ ମୁନୀ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ। ସଭାରେ ଭିଏଚପି କଲିକତା ଓ ଗୌହାଟି କ୍ଷେତ୍ର ଧର୍ମ ପ୍ରସାରର ଆନନ୍ଦ କୁମାର ପାଣ୍ଡେ, ଗଜପତି  ଜିଲ୍ଲା ସ୍ୱାମୀ ଭାସ୍କର ତୀର୍ଥ ମହାରାଜ, ଜିଲ୍ଲା ଭିଏଚପି କାର୍ଯ୍ୟକର୍ତ୍ତା, ବିଜେପି କର୍ମୀ ଓ ବହୁ ଶ୍ରଦ୍ଧାଳୁ ଯୋଗଦେଇଥିଲେ। ସ୍ୱାମୀଜୀଙ୍କ ହତ୍ୟାକାରୀଙ୍କୁ ସରକାର ଶୀଘ୍ର ଚିହ୍ନଟ କରି ଦଣ୍ଡ ଦେବା ଦରକାର ବୋଲି ସଭାରେ ମତ ପ୍ରକାଶ ପାଇଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos