ସ୍ୱତନ୍ତ୍ର କୋଶଳ ରାଜ୍ୟ ଦାବିରେ ବୁଧବାର ପଶ୍ଚିମ ଓଡିଶା ବନ୍ଦ

ବଲାଙ୍ଗିର: ସ୍ୱତନ୍ତ୍ର କୋଶଳ ରାଜ୍ୟ ଗଠନ ଦାବିରେ ବୁଧବାର ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି କୋଶଳ ରାଜ୍ୟ ସମନ୍ୱୟ ସମିତି। ପ୍ରସ୍ତାବିତ କୋଶଳାଞ୍ଚଳର ୧୦ରୁ ଅଧିକ ଜିଲ୍ଲାରେ ଏହି ବନ୍ଦ ପାଳନ କରାଯିବ ବୋଲି ସମିତି ସୂଚନା ଦେଇଛି। ବଲାଙ୍ଗିର, ଝାରସୁଗୁଡ଼ା, ସମ୍ୱଲପୁର, ରାଉରକେଲା, ସୁନ୍ଦରଗଡ଼, ଦେବଗଡ଼, ବରଗଡ଼, ସୋନପୁର, ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲାରେ ଏହି ବନ୍ଦ ପାଳନ ହେବ। ବନ୍ଦ ଆଗରୁ ବଲାଙ୍ଗିର ଠାରେ ବିଭିନ୍ନ ସଂଗଠନର କର୍ମକର୍ତ୍ତା ଏକ ବାଇକ୍ ଶୋଭାଯାତ୍ରା […]

bolangur

bolangur

Rakesh Mallick
  • Published: Tuesday, 25 August 2015
  • Updated: 25 August 2015, 11:38 AM IST

ବଲାଙ୍ଗିର: ସ୍ୱତନ୍ତ୍ର କୋଶଳ ରାଜ୍ୟ ଗଠନ ଦାବିରେ ବୁଧବାର ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି କୋଶଳ ରାଜ୍ୟ ସମନ୍ୱୟ ସମିତି। ପ୍ରସ୍ତାବିତ କୋଶଳାଞ୍ଚଳର ୧୦ରୁ ଅଧିକ ଜିଲ୍ଲାରେ ଏହି ବନ୍ଦ ପାଳନ କରାଯିବ ବୋଲି ସମିତି ସୂଚନା ଦେଇଛି। ବଲାଙ୍ଗିର, ଝାରସୁଗୁଡ଼ା, ସମ୍ୱଲପୁର, ରାଉରକେଲା, ସୁନ୍ଦରଗଡ଼, ଦେବଗଡ଼, ବରଗଡ଼, ସୋନପୁର, ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲାରେ ଏହି ବନ୍ଦ ପାଳନ ହେବ। ବନ୍ଦ ଆଗରୁ ବଲାଙ୍ଗିର ଠାରେ ବିଭିନ୍ନ ସଂଗଠନର କର୍ମକର୍ତ୍ତା ଏକ ବାଇକ୍ ଶୋଭାଯାତ୍ରା କରିଛନ୍ତି। ବୁଧବାର ଦୋକାନ ବଜାର, ସ୍କୁଲ୍ କଲେଜ୍, ଯାନବାହାନ ଚଳାଚଳ ସହିତ ସମସ୍ତ ସରକାରୀ ଘରୋଇ ପ୍ରତିଷ୍ଠାନ ବନ୍ଦ ରଖାଯିବ ବୋଲି କୋଶଳ ରାଜ୍ୟ ସମନ୍ୱୟ ସମିତି ସୂଚନା ଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story