ଆନନ୍ଦପୁର ପୌର ପରିଷଦରେ ୧୦ ପ୍ରକଳ୍ପର ଶୁଭାରମ୍ଭ

ଆନନ୍ଦପୁର (ଓଡ଼ିଶା ରିପୋର୍ଟର): ସ୍ୱାୟତ ଶାସନ ଦିବସ ଅବସରରେ ଆନନ୍ଦପୁର ପୌରପରିଷଦ ପକ୍ଷରୁ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା। ସକାଳୁ ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବା ସହିତ ରୋଗୀ ଓ କଏଦୀଙ୍କୁ ଫଳ ବଣ୍ଟା ଯାଇଥିଲା। ପରିଷଦର କର୍ମଚାରୀମାନେ ସମୂହ ଶୋଯାତ୍ରାରେ ଯାଇ ସ୍ୱଚ୍ଛତା ଓ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସାମିଲ୍ ହୋଇଥିଲେ। ଏହି ଅବସରରେ ପୌର ପରିଷଦର ୧୦ଟି ବିଭିନ୍ନ ପ୍ରକଳ୍ପର ଶୁଭ ଉଦ୍‌ଘାଟନ ଓ ଭିତିପ୍ରସ୍ତର ସ୍ଥାପନ କରାଯାଇଥିଲା। କାର୍ଯ୍ୟକ୍ରମରେ ପୌରାଧ୍ୟକ୍ଷ ଶାନ୍ତନୁ ସେଠୀ, ବିଧାୟିକା […]

Rakesh Mallick
  • Published: Thursday, 31 August 2017
  • , Updated: 31 August 2017, 07:35 PM IST

ଆନନ୍ଦପୁର (ଓଡ଼ିଶା ରିପୋର୍ଟର): ସ୍ୱାୟତ ଶାସନ ଦିବସ ଅବସରରେ ଆନନ୍ଦପୁର ପୌରପରିଷଦ ପକ୍ଷରୁ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା। ସକାଳୁ ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବା ସହିତ ରୋଗୀ ଓ କଏଦୀଙ୍କୁ ଫଳ ବଣ୍ଟା ଯାଇଥିଲା। ପରିଷଦର କର୍ମଚାରୀମାନେ ସମୂହ ଶୋଯାତ୍ରାରେ ଯାଇ ସ୍ୱଚ୍ଛତା ଓ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସାମିଲ୍ ହୋଇଥିଲେ। ଏହି ଅବସରରେ ପୌର ପରିଷଦର ୧୦ଟି ବିଭିନ୍ନ ପ୍ରକଳ୍ପର ଶୁଭ ଉଦ୍‌ଘାଟନ ଓ ଭିତିପ୍ରସ୍ତର ସ୍ଥାପନ କରାଯାଇଥିଲା। କାର୍ଯ୍ୟକ୍ରମରେ ପୌରାଧ୍ୟକ୍ଷ ଶାନ୍ତନୁ ସେଠୀ, ବିଧାୟିକା ମାୟାଧର ଜେନା, ଜିଲ୍ଲାପାଳ ଡ. ଏନ. ତିରୁମାଲା ନାୟକ, ଉପ ଜିଲ୍ଲାପାଳ ନିତ୍ୟାନନ୍ଦ ବାରିକ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ।

Related story