ଚାଉଳ,ଡାଲି, ଆଳୁ, ପିଆଜ ଓ ସାବୁନ ବାଣ୍ଟିଲେ ତହସିଲଦାର

ଯାଜପୁର(ଗୁଲାମ ଗସ୍‌): କରୋନା ପାଇଁ ଲକ୍‌ଡାଉନ୍‌ ଚାଲିଥିବା ବେଳେ ଏଥିରେ  ଗରିବ ଦିନ ମଜୁରିଆମାନେ ଅଧିକ ପ୍ରଭାବିତ ହୋଇଛନ୍ତି। ଚାରିଆଡେ ଲକ୍‌ଡାଉନ୍‌ ଚିଲିଥିବାରୁ ସେମାନେ ଘରୁ ବାହାରକୁ ଆସି ନପାରି ଭୋକଶୋଷରେ ଘରେ ପଡ଼ି ରହୁଛନ୍ତି। ଏହି ସମୟରେ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକର ଶାଳିଆପତରିଆ ଗାଁରେ ରହୁଥିବା ଗରିବ ପରିବାରଙ୍କୁ ନିଜସ୍ୱ ଉଦ୍ୟମରେ ବେସକାରୀ ଭାବେ ଖାଦ୍ୟ ଯୋଗଇଛନ୍ତି ଧର୍ମଶାଳା ତହସିଲଦାର ସରୋଜ କୁମାର ପଣ୍ଡା। ସେ ତାଙ୍କ ଅଫିସ ଷ୍ଟାଫଙ୍କ ସହଯୋଗରେ ଶାଳିଆପତରି ଗାଁରେ […]

7777777770

7777777770

Tapaswini Nayak
  • Published: Thursday, 02 April 2020
  • Updated: 02 April 2020, 01:28 PM IST

Sports

Latest News

ଯାଜପୁର(ଗୁଲାମ ଗସ୍‌): କରୋନା ପାଇଁ ଲକ୍‌ଡାଉନ୍‌ ଚାଲିଥିବା ବେଳେ ଏଥିରେ  ଗରିବ ଦିନ ମଜୁରିଆମାନେ ଅଧିକ ପ୍ରଭାବିତ ହୋଇଛନ୍ତି। ଚାରିଆଡେ ଲକ୍‌ଡାଉନ୍‌ ଚିଲିଥିବାରୁ ସେମାନେ ଘରୁ ବାହାରକୁ ଆସି ନପାରି ଭୋକଶୋଷରେ ଘରେ ପଡ଼ି ରହୁଛନ୍ତି। ଏହି ସମୟରେ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକର ଶାଳିଆପତରିଆ ଗାଁରେ ରହୁଥିବା ଗରିବ ପରିବାରଙ୍କୁ ନିଜସ୍ୱ ଉଦ୍ୟମରେ ବେସକାରୀ ଭାବେ ଖାଦ୍ୟ ଯୋଗଇଛନ୍ତି ଧର୍ମଶାଳା ତହସିଲଦାର ସରୋଜ କୁମାର ପଣ୍ଡା। ସେ ତାଙ୍କ ଅଫିସ ଷ୍ଟାଫଙ୍କ ସହଯୋଗରେ ଶାଳିଆପତରି ଗାଁରେ ପହଞ୍ଚି ଚାଉଳ,ଡାଲି, ଆଳୁ, ପିଆଜ ଓ ସାବୁନ ବଣ୍ଟନ କରିଛନ୍ତି।

ସେହିପରି ମଧ୍ୟାହ୍ନରେ ସେ ନିଜ ଷ୍ଟାଫଙ୍କ ସହିତ ଯାଜପୁରର ଦ୍ୱିତୀୟ ନଗଡା କୁହାଯାଉଥିବା ବୁରୁ ସାହିରେ ପହଞ୍ଚି ସେଠାରେ ଥିବା ଭୋକିଲାମାନଙ୍କୁ ରନ୍ଧା ଖାଦ୍ୟ ଦେଇଛନ୍ତି। ତେବେ ଲକ୍‌ଡାଉନ୍‌ ଜାରି ରହିଥିବା ପର୍ଯ୍ୟନ୍ତ ନିଜସ୍ୱ ଉଦ୍ୟମରେ ଗରିବ ଓ ଅସହାୟ ଲୋକମାନଙ୍କ ପାଇଁ ଏଭଳି ଖାଦ୍ୟ ଯୋଗାଇଦିଆଯିବ ବୋଲି ଧର୍ମଶାଳା ତହସିଲଦାର ସରୋଜ କୁମାର ପଣ୍ଡା କହିଛନ୍ତି ।

ସେ କହିଛନ୍ତି,“ଏମାନେ ବହୁତ ଗରିବ ଲୋକ। ସେଥିପାଇଁ ଆମେ ରନ୍ଧା ଖାଦ୍ୟ ଦେବା ସହ ଚାଉଳ,ଡାଲି, ଆଳୁ, ପିଆଜ ଓ ସାବୁନ ବଣ୍ଟନ କରିଛୁ। ଏହା ସହ କିପିରି ସେମାନେ ସ୍ୱଚ୍ଛ ରହିବେ ସେ ବିଷୟରେ ବୁଝାଇଛୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story