ତାରକା ହୋଟେଲରେ ସର୍ଟ ଓ ଜିନ୍ସ ପିନ୍ଧି ବସିଥିବା ଜଣେ ଆଧ୍ୟାତ୍ମିକ ଗୁରୁଙ୍କ ଫଟୋକୁ ନେଇ ବିବାଦ

ଭୁବନେଶ୍ୱର: ରାଜ୍ୟର ଜଣେ ଆଧ୍ୟାତ୍ମିକ ଗୁରୁଙ୍କୁ ନେଇ ବିବାଦ ଦେଖା ଦେଇଛି। ହାଇଦ୍ରାବାଦର ଏକ ତାରକା ହୋଟେଲ ଲବିରେ ବ୍ଲୁ ସାର୍ଟ ଓ ଜିନ୍ସ ପିନ୍ଧି ବସିଥିବା ଜଣେ ବ୍ୟକ୍ତିଙ୍କ ଫଟୋକୁ ନେଇ ଏହି ବିବାଦ ସୃଷ୍ଟି ହୋଇଛି। ଫଟୋଟି ଜଣେ ଆଧ୍ୟାତ୍ମିକ ଗୁରୁଙ୍କ ମୁହଁ ସହ ମେଳ ଖାଉଛି। ତେଣୁ ସମ୍ପୃକ୍ତ ବ୍ୟକ୍ତି ଜଣଙ୍କ ଉକ୍ତ ଆଧ୍ୟାତ୍ମିକ ଗୁରୁ ବୋଲି ଚର୍ଚ୍ଚା ଯୋର ଧରିଛି। ଉକ୍ତ ହୋଟେଲ ବିଲରେ ଆଧ୍ୟାତ୍ମିକ ଗୁରୁଙ୍କ ନାଁ ଓ ହୋଟେଲରେ […]

sarathi

sarathi

Rakesh Mallick
  • Published: Tuesday, 04 August 2015
  • Updated: 04 August 2015, 03:54 PM IST

Sports

Latest News

ଭୁବନେଶ୍ୱର: ରାଜ୍ୟର ଜଣେ ଆଧ୍ୟାତ୍ମିକ ଗୁରୁଙ୍କୁ ନେଇ ବିବାଦ ଦେଖା ଦେଇଛି। ହାଇଦ୍ରାବାଦର ଏକ ତାରକା ହୋଟେଲ ଲବିରେ ବ୍ଲୁ ସାର୍ଟ ଓ ଜିନ୍ସ ପିନ୍ଧି ବସିଥିବା ଜଣେ ବ୍ୟକ୍ତିଙ୍କ ଫଟୋକୁ ନେଇ ଏହି ବିବାଦ ସୃଷ୍ଟି ହୋଇଛି। ଫଟୋଟି ଜଣେ ଆଧ୍ୟାତ୍ମିକ ଗୁରୁଙ୍କ ମୁହଁ ସହ ମେଳ ଖାଉଛି। ତେଣୁ ସମ୍ପୃକ୍ତ ବ୍ୟକ୍ତି ଜଣଙ୍କ ଉକ୍ତ ଆଧ୍ୟାତ୍ମିକ ଗୁରୁ ବୋଲି ଚର୍ଚ୍ଚା ଯୋର ଧରିଛି। ଉକ୍ତ ହୋଟେଲ ବିଲରେ ଆଧ୍ୟାତ୍ମିକ ଗୁରୁଙ୍କ ନାଁ ଓ ହୋଟେଲରେ ପରିଚୟ ପ୍ରମାଣ ଭାବେ ଦାଖଲ ହୋଇଥିବା ଭୋଟର୍ ପରିଚୟପତ୍ର ତାଙ୍କର ବୋଲି ମଧ୍ୟ ଚର୍ଚ୍ଚା ହେଉଛି। ଆଧ୍ୟାତ୍ମିକ ଗୁରୁ ହୋଟେଲରେ ଜଣେ ଯୁବତୀଙ୍କ ସହ ରହିଥିବା କୁହାଯାଉଛି। ତେବେ ତାଙ୍କ ସହ ଉକ୍ତ ଯୁବତୀ ଏକତ୍ର ଥିବା ନେଇ କୌଣସି ସ୍ପଷ୍ଟ ପ୍ରମାଣ ମିଳି ନାହିଁ କି ସମ୍ପୃକ୍ତ ହୋଟେଲ ପକ୍ଷରୁ ଏ ନେଇ କିଛି ସ୍ପଷ୍ଟୀକରଣ ଦିଆଯାଇନାହିଁ। ଘଟଣାର ସତ୍ୟାସତ୍ୟ ନେଇ ତଦନ୍ତ କରିବାକୁ ଆଳି ବିଧାୟକ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story